Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଦଳିଲେ ସିଏମ୍‌ଙ୍କ ପ୍ରମୁଖ ସଚିବ
ଆଜିର ଖବର

ବଦଳିଲେ ସିଏମ୍‌ଙ୍କ ପ୍ରମୁଖ ସଚିବ

July 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତ ପର୍ଯ୍ୟଟନ ଆଇକନରେ ଓଡିଶାର ଦୁଇଟି ପର୍ଯ୍ୟଟନ ସ୍ଥଳର ନାମ ରଖିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Bhubaneswar: Odisha Chief Minister and Biju Janata Dal (BJD) President Naveen Patnaik signs the file for disbursement of "KALIA" assistance to farmers after taking oath at Secretariat in Bhubaneswar on May 29, 2019. (Photo: IANS)

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ରାଜେଶ ବର୍ମାଙ୍କୁ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ରାଜେଶ ବର୍ମାଙ୍କ  ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୭ ଜାନୁଆରୀ ମାସରେ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଙଥିବା ପରେ ଅତିରିକ୍ତି ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିଲେ । ତେବେ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରେ କିଏ ଅବସ୍ଥାପିତ ହେବେ ତା’କୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଖଲ୍ଲିକୋଟରେ ସାଇବର ଅପରାଧ ସଚେତନତା ଶିବିର

November 9, 2025

ଦେଶରେ ଆକ୍ରମଣ ଯୋଜନା କରୁଥିବା ତିନି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ଗୁଜୁରାଟ ATS

November 9, 2025

ଏବେ ରୁଡ଼କି ରେଳ ଷ୍ଟେସନରେ ଅଟକିବ ବନ୍ଦେ ଭାରତ ଏକ୍ସପ୍ରେସ: ଖୁସି ବ୍ୟକ୍ତ କଲେ ସ୍ଥାନୀୟ ଲୋକ

November 9, 2025

ଡିସେମ୍ବର ୧ ରୁ ୩ ପର୍ଯ୍ୟନ୍ତ ଉଜ୍ଜୈନରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବ

November 9, 2025
Latest News

ଖଲ୍ଲିକୋଟରେ ସାଇବର ଅପରାଧ ସଚେତନତା ଶିବିର

November 9, 2025

Mandia Dibas: ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ ଶିବ ରାଜ ସିଂ ଚୌହାନ

November 9, 2025

ଦେଶରେ ଆକ୍ରମଣ ଯୋଜନା କରୁଥିବା ତିନି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ଗୁଜୁରାଟ ATS

November 9, 2025

ଏବେ ରୁଡ଼କି ରେଳ ଷ୍ଟେସନରେ ଅଟକିବ ବନ୍ଦେ ଭାରତ ଏକ୍ସପ୍ରେସ: ଖୁସି ବ୍ୟକ୍ତ କଲେ ସ୍ଥାନୀୟ ଲୋକ

November 9, 2025

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଅଭୟାରଣ୍ୟ ଉପରେ ଉଡିବା ନେଇ ଅଭିଯୋଗ କଲା ବିଜେଡି

November 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.