Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଟକୁରା ବିଧାନସଭା ନିର୍ବାଚନ ଆରମ୍ଭ : 309ଟି ବୁଥ୍‌ରେ ଭୋଟଗ୍ରହଣ
ଆଜିର ଖବର

ପାଟକୁରା ବିଧାନସଭା ନିର୍ବାଚନ ଆରମ୍ଭ : 309ଟି ବୁଥ୍‌ରେ ଭୋଟଗ୍ରହଣ

July 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି । ଏହି ଆସନର ସମୁଦାୟ 309 ଟି ବୁଥରେ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ। କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବୀଶ, ମାର୍ଶାଘାଇ ଓ ଗରଦପୁର ବ୍ଲକର 51 ଟି ପଂଚାୟତକୁ ନେଇ ଗଠିତ ପାଟକୁରା ଆସନରେ 10 ଜଣ ବିଧାୟକ ପ୍ରାର୍ଥୀଙ୍କୁ 2 ଲକ୍ଷ, 44 ହଜାର 747 ଜଣ ମତଦାତା ଭୋଟ୍‌ ଦେଉଛନ୍ତି। ମତଦାତାଙ୍କ ମଧ୍ୟରେ 117306 ମହିଳା, 127431 ଜଣ ପୁରୁଷ ଓ 10 ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ନିର୍ବାଚନରେ 10 ଜଣ ପ୍ରାର୍ଥୀ ରହିଥିଲେ ମଧ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ ଓ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ନିର୍ବାଚନ କମିଶନଙ୍କ ତରଫରୁ ମତଦାନ ପାଇଁ ବୁଥ ମାନଙ୍କରେ ମୋଟ 1700 କର୍ମଚାରୀ ନିଯୁକ୍ତ ହୋଇଛନ୍ତି । 5 ଜଣ ଜୋନାଲ ସେକ୍ଟର ମାଜିଷ୍ଟ୍ରେଟ ମତଦାନ ଉପରେ ନଜର ରଖିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

PM to Visit Odisha: ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ବୈଠକ କରି କହିଲେ..

September 20, 2025

Fertilizer Crisis: ସାର ସଙ୍କଟ ନେଇ କମ୍ପିଲା ବିଧାନସଭା, ବିଜେଡି କଲା ହଟ୍ଟଗୋଳ

September 20, 2025

ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସମ୍ପର୍କକୁ ନେଇ ଡିଡି ନ୍ୟୁଜ୍ ଓଡ଼ିଆର ସ୍ୱତନ୍ତ୍ର ଉପସ୍ଥାପନା

September 20, 2025

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025
Latest News

PM to Visit Odisha: ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ବୈଠକ କରି କହିଲେ..

September 20, 2025

Fertilizer Crisis: ସାର ସଙ୍କଟ ନେଇ କମ୍ପିଲା ବିଧାନସଭା, ବିଜେଡି କଲା ହଟ୍ଟଗୋଳ

September 20, 2025

ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସମ୍ପର୍କକୁ ନେଇ ଡିଡି ନ୍ୟୁଜ୍ ଓଡ଼ିଆର ସ୍ୱତନ୍ତ୍ର ଉପସ୍ଥାପନା

September 20, 2025

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025

ଆଇଆଇଏମ ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.