Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିବାର ସହିତ ଦିଲ୍ଲୀରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ଦୁଇ ପୁଅ ପିନ୍ଧିଥିଲେ ଭାରତୀୟ ପୋଷାକ
ଆଜିର ଖବର

ପରିବାର ସହିତ ଦିଲ୍ଲୀରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ଦୁଇ ପୁଅ ପିନ୍ଧିଥିଲେ ଭାରତୀୟ ପୋଷାକ

April 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
JDVance
ପରିବାର ସହିତ ଦିଲ୍ଲୀରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ଦୁଇ ପୁଅ ପିନ୍ଧିଥିଲେ ଭାରତୀୟ ପୋଷାକ

ଦ ସମୀକ୍ଷା ବ୍ୟୁରୋ: ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଆଜି ଚାରି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ସହିତ ପତ୍ନୀ ଉଷା ଏବଂ ସେମାନଙ୍କର ତିନି ସନ୍ତାନ ମଧ୍ୟ ଭାରତ ଆସିଛନ୍ତି। ନୂଆଦିଲ୍ଲୀର ପାଲମ ବିମାନବନ୍ଦରରେ ପରିବାରକୁ ପାରମ୍ପରିକ ସ୍ୱାଗତ କରାଯାଇଥିଲା।

ସେମାନଙ୍କୁ ଲୋକନୃତ୍ୟ ପ୍ରଦର୍ଶନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ୱାଗତ କରାଯାଇ ଥିଲା। ରେଳ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିମାନ ବନ୍ଦରରେ ଉପରାଷ୍ଟ୍ର ପରିବାରକୁ ସ୍ୱାଗତ କରିଥିଲେ।

ଭାନ୍ସଙ୍କ ପୁଅ ଇୱାନ ଏବଂ ବିବେକ ପାରମ୍ପରିକ ଭାରତୀୟ କୁର୍ତ୍ତା-ପାଇଜାମା ପିନ୍ଧି ବିମାନରୁ ବାହାରିବା ଦେଖାଯାଇଥିଲା। ଜଣେ ହଳଦିଆ ଏବଂ ଅନ୍ୟ ଜଣେ ହାଲୁକା ନୀଳ ରଙ୍ଗର ପୋଷାକ ପିନ୍ଧିଥିଲେ। ତାଙ୍କ ଝିଅ ମୀରାବେଲ ଭାରତୀୟ ପାରଂପାରିକ ଡିଜାଇନର ଏକ ନୀଳ ପୋଷାକ ପିନ୍ଧିଥିଲେ। ଉପରାଷ୍ଟ୍ରପତି ଦମ୍ପତି ଏବଂ ସେମାନଙ୍କ ପିଲାମାନଙ୍କୁ ବିମାନବନ୍ଦର ଅଧିକାରୀ ଏବଂ ଗଣମାଧ୍ୟମର ସଦସ୍ୟଙ୍କ ସହିତ ଆଲୋଚନା କରୁଥିବା ଦେଖାଯାଇଥିଲା।

ଭାନ୍ସ ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ତାଙ୍କର ଏହି ଚାରିଦିନିଆ ଗସ୍ତ କାଳରେ ସେ ଜୟପୁର ଏବଂ ଆଗ୍ରା ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Latest News

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.