Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖଣ୍ଡା ଚୋଟରେ ଯୁବକ ଗୁରୁତର
ଆଜିର ଖବର

ଖଣ୍ଡା ଚୋଟରେ ଯୁବକ ଗୁରୁତର

April 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ଶାଗୁଣା ସାହି ଛକ ନିକଟରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଜଣା ପଡିଛି। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଭୋର୍ ସକାଳ ସମୟରେ ମିଲନ କୁମାର ବେହେରା ନାମକ ଜଣେ ଯୁବକ ସାହି ଛକରେ ଛିଡ଼ା ହୋଇଥିବା ବେଳେ ଦୁଇଜଣ ଯୁବକ ଆତର୍କିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲେ। ଘଟଣାସ୍ଥଳରେ ପହଞ୍ଚି ବଡ଼ବଜାର ଥାନା ପୋଲିସ୍ ତନାଘନା ଆରମ୍ଭ କରିଛି।

ଖଣ୍ଡାରେ ଆକ୍ରମଣ ବଡ ବଜାର ଥାନା ଯୁବକ ଗୁରୁତର
Share. Facebook Twitter LinkedIn Email WhatsApp Copy Link

Related Posts

ଭଦ୍ରକରେ ବନ୍ୟା ପାଇଁ ସ୍କୁଲ ଛୁଟି: ୬ ବ୍ଲକର ୨୬୮ ସ୍କୁଲ ଓ ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

August 17, 2026

ଦ୍ୱିତୀୟ ଦିବସରେ ଅହୋରାତ୍ର ଧାରଣା: ଶିକ୍ଷକ କର୍ମଚାରୀମାନଙ୍କ ପ୍ରତିଶ୍ରୁତି ଦାବି କଲା ସମନ୍ୱୟ ସମିତି

August 17, 2026

ପ୍ରେମିକ ଘରେ ପ୍ରେମିକାଙ୍କ ସନ୍ଦେହଜନକ ମୃତ୍ୟୁ: ଶରୀରରେ ଦାଗ, ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ

August 17, 2026

ଲଗାଣ ବର୍ଷାରେ ଓଡ଼ିଶା ବେହାଲ: ୧.୨୦ ଲକ୍ଷ ଲୋକ ପ୍ରଭାବିତ, ୨୯ ପଞ୍ଚାୟତ ଜଳବନ୍ଦୀ

August 17, 2026
Latest News

ଆଇଏସଆଇ-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ: ୨୦୦ରୁ ଅଧିକ ଗିରଫ

August 17, 2026

ଭଦ୍ରକରେ ବନ୍ୟା ପାଇଁ ସ୍କୁଲ ଛୁଟି: ୬ ବ୍ଲକର ୨୬୮ ସ୍କୁଲ ଓ ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

August 17, 2026

ଦ୍ୱିତୀୟ ଦିବସରେ ଅହୋରାତ୍ର ଧାରଣା: ଶିକ୍ଷକ କର୍ମଚାରୀମାନଙ୍କ ପ୍ରତିଶ୍ରୁତି ଦାବି କଲା ସମନ୍ୱୟ ସମିତି

August 17, 2026

ପ୍ରେମିକ ଘରେ ପ୍ରେମିକାଙ୍କ ସନ୍ଦେହଜନକ ମୃତ୍ୟୁ: ଶରୀରରେ ଦାଗ, ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ

August 17, 2026

ଲଗାଣ ବର୍ଷାରେ ଓଡ଼ିଶା ବେହାଲ: ୧.୨୦ ଲକ୍ଷ ଲୋକ ପ୍ରଭାବିତ, ୨୯ ପଞ୍ଚାୟତ ଜଳବନ୍ଦୀ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.