Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୃହରେ ଖଦି ଓ ମହୁଚାଷ ଦୁର୍ନୀତି ପ୍ରସଙ୍ଗ : ଏହାର ତଦନ୍ତ ଦାବି କଲେ ବିରୋଧୀ
ଆଜିର ଖବର

ଗୃହରେ ଖଦି ଓ ମହୁଚାଷ ଦୁର୍ନୀତି ପ୍ରସଙ୍ଗ : ଏହାର ତଦନ୍ତ ଦାବି କଲେ ବିରୋଧୀ

July 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ବିଧାନସଭାରେ ଖଦି ଓ ମହୁଚାଷ ଦୁର୍ନୀତି ପ୍ରସଙ୍ଗ ଉଠାଇଛି ବିରୋଧୀ ଦଳ ବିଜେପି । ଖଦି ଜିନିଷ କିଣାବିକା ଓ ମହୁଚାଷରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି । ଆଜି ଶୂନ୍ୟକାଳରେ ଖଦି ଓ ମହୁଚାଷ ଦୁର୍ନୀତି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା କହିଛନ୍ତି ଯେ ଖଦି ବୋର୍ଡକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୮୬ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ମିଥ୍ୟା ବିଲ୍‌ ଦିଆଯାଇ ଟଙ୍କାକୁ ଆତ୍ମସାତ କରାଯାଇଛି। ସେହିରି ତିନି ବର୍ଷରେ ୧୨ ଶହ ମହୁ ଚାଷୀଙ୍କୁ ତାଲିମ ଦିଆଯାଇଥିବା ତଥ୍ୟ ମଧ୍ୟ ଭୁଲ ଅଟେ । କମ୍‌ ଲୋକଙ୍କୁ ତାଲିମ ଦିଆଯାଇଛି କିନ୍ତୁ ଅଧିକ ସଂଖ୍ୟା ଦର୍ଶାଯାଇଛି । ସେହିପରି ୧୪୮୦ ମହୁ ଚାଷୀଙ୍କୁ ୨୪୦୦ ମହୁ ବାକ୍ସ ଦିଆଯାଇଛି । କୋଟେସନ୍‌ ପାଇଁ ଚାଷୀଙ୍କ ଠାରୁ  ହଜାରେ ଟଙ୍କା ନିଆଯିବା କଥା । କିନ୍ତୁ ଚାଷୀଙ୍କଠାରୁ ୩୦ ହଜାର ଟଙ୍କା ନିଆଯାଉଥିବା ଶ୍ରୀ ନାଏକ ସଙ୍ଗୀନ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଏହି ଅନିୟମିତତାର ସେ ତଦନ୍ତ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ନକଲି ସାର ଏବଂ କୀଟନାଶକ ମୁକାବିଲା ପାଇଁ ବିଲ୍ ଆଗତ କରିବେ ସରକାର: କେନ୍ଦ୍ର କୃଷି ମନ୍ତ୍ରୀ

December 21, 2025

ବିଶ୍ୱକପ୍ ଜିତିଲା ଭାରତୀୟ ରୋଲ୍ ବଲ୍ ମହିଳା ଦଳ, ମେରଠରେ ଅଧିନାୟକଙ୍କୁ ଭବ୍ୟ ସ୍ୱାଗତ

December 21, 2025

ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ

December 21, 2025

ଚୀନ୍ ଏବଂ ପାକିସ୍ତାନ ତୁଳନାରେ କାହିଁକି ଶସ୍ତା ଭାରତରେ ମୋବାଇଲ୍ ଡାଟା?: ଜାଣନ୍ତୁ କାରଣ

December 21, 2025
Latest News

ନକଲି ସାର ଏବଂ କୀଟନାଶକ ମୁକାବିଲା ପାଇଁ ବିଲ୍ ଆଗତ କରିବେ ସରକାର: କେନ୍ଦ୍ର କୃଷି ମନ୍ତ୍ରୀ

December 21, 2025

ଟ୍ରେନ ଯାତ୍ରୀଙ୍କ ବଡ ଖବର: ଏହି ତାରିଖରୁ ବଢିବ ଭଡ଼ା, କିନ୍ତୁ ଏହି ଯାତ୍ରୀମାନଙ୍କ ପାଇଁ ଆଶ୍ଵସ୍ତି

December 21, 2025

ବିଶ୍ୱକପ୍ ଜିତିଲା ଭାରତୀୟ ରୋଲ୍ ବଲ୍ ମହିଳା ଦଳ, ମେରଠରେ ଅଧିନାୟକଙ୍କୁ ଭବ୍ୟ ସ୍ୱାଗତ

December 21, 2025

ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତ ତେଲ ନାହିଁ: ତୈଳ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

December 21, 2025

ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.