Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ‘ଆଇଏସ୍ କାଶ୍ମୀର’ ବିରୋଧରେ ମାମଲା ରୁଜୁ
ଆଜିର ଖବର

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ‘ଆଇଏସ୍ କାଶ୍ମୀର’ ବିରୋଧରେ ମାମଲା ରୁଜୁ

April 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ତଥା ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ‘ଆଇଏସ୍ କାଶ୍ମୀର’ରୁ ମୃତ୍ୟୁ ଧମକ ମିଳିଛି। ବୁଧବାର ଦିନ ସେ ଦିଲ୍ଲୀ ପୋଲିସ ନିକଟକୁ ଯାଇ ଏଫଆଇଆର ପାଇଁ ଏକ ଆନୁଷ୍ଠାନିକ ଅଭିଯୋଗ କରିଥିଲେ ଏବଂ ତାଙ୍କ ପରିବାର ପାଇଁ ସୁରକ୍ଷା ଦାବି କରିଥିଲେ।

ପ୍ରକାଶ ଯୋଗ୍ୟ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗୌତମ ଗମ୍ଭୀର ଏହାକୁ ଦୃଢ ଶବ୍ଦରେ ନିନ୍ଦା କରିଥିଲେ। ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟଙ୍କ ପାଇଁ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ନେତା ଗୌତମ ଗମ୍ଭୀର ସମବେଦନା ଜଣାଇବା ସହ ଭାରତ ଏହି ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ଜବାବ ଦେବ ବୋଲି କହିଥିଲେ।

ଗୌତମ ଗମ୍ଭୀର ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସେ ମୃତକଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛନ୍ତି। ଯେଉଁମାନେ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ, ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ଭାରତ ଆକ୍ରମଣ କରିବ।

BJP Ads
Breaking News GAUTAM GAMBHIR IPL 2025 Pahalgam Terror Attack
Share. Facebook Twitter LinkedIn Email WhatsApp Copy Link

Related Posts

୧୬ ଦିନ ପରେ ଜେଲରୁ ମୁକୁଳିଲେ ଆରଜେଡି ପ୍ରାର୍ଥୀ: ସତ୍ୟେନ୍ଦ୍ର ଶାହଙ୍କୁ ସ୍ୱାଗତ କଲେ ସମର୍ଥକ

November 7, 2025

ଆଜି ମୁହାଁମୁହିଁ ହେବ ଭାରତ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳ: ଜାଣନ୍ତୁ କେବେ ଓ କିପରି ଦେଖିବେ ଲାଇଭ୍ ଷ୍ଟ୍ରିମିଂ?

November 7, 2025

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

November 7, 2025

Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ

November 7, 2025
Jindal Ads
BJP Ads
Latest News

୧୬ ଦିନ ପରେ ଜେଲରୁ ମୁକୁଳିଲେ ଆରଜେଡି ପ୍ରାର୍ଥୀ: ସତ୍ୟେନ୍ଦ୍ର ଶାହଙ୍କୁ ସ୍ୱାଗତ କଲେ ସମର୍ଥକ

November 7, 2025

Vande Mataram ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ….

November 7, 2025

ଆଜି ମୁହାଁମୁହିଁ ହେବ ଭାରତ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳ: ଜାଣନ୍ତୁ କେବେ ଓ କିପରି ଦେଖିବେ ଲାଇଭ୍ ଷ୍ଟ୍ରିମିଂ?

November 7, 2025

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

November 7, 2025

Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.