Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଭାରତ ସହ ଯୁଦ୍ଧ ହେବା ଉଚିତ ନୁହେଁ’: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜଙ୍କୁ ନୱାଜ ସରିଫଙ୍କ ପରାମର୍ଶ
ଆଜିର ଖବର

‘ଭାରତ ସହ ଯୁଦ୍ଧ ହେବା ଉଚିତ ନୁହେଁ’: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜଙ୍କୁ ନୱାଜ ସରିଫଙ୍କ ପରାମର୍ଶ

April 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା କମିଟି (ଏନଏସସି) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ରବିବାର ଦିନ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ସଭାପତି ନୱାଜ ସରିଫଙ୍କୁ ସୂଚନା ଦେଇଛନ୍ତି। ଭାରତ ସିନ୍ଧୁ ଜଳ ଚୁକ୍ତି (IWT) କୁ ସ୍ଥଗିତ ରଖିବା ପରେ ଏହି ବୈଠକ ଡକାଯାଇଥିଲା। ପ୍ରକାଶ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏହି ପଦକ୍ଷେପ ନେଇଛି।

ଶାହାବାଜ ସରିଫ ତାଙ୍କ ସାକ୍ଷାତ ସମୟରେ ନୱାଜ ସରିଫଙ୍କୁ କହିଥିଲେ ଯେ, ଏହା ଏକ ‘ମିଥ୍ୟା ଫ୍ଲାଗ ଅପରେସନ୍’। ଏହାର ଅର୍ଥ ହେଉଛି ଯେ, ଏହି ଅଞ୍ଚଳରେ ଅସ୍ଥିରତା ବିସ୍ତାର କରିବା ପାଇଁ ଭାରତୀୟମାନେ ଜାଣିଶୁଣି ଏହା କରିଥିଲେ। ଶାହାବାଜ ସରିଫ କହିଛନ୍ତି ଯେ, ଭାରତର ଏହି ଏକପାଖିଆ ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ବିପଦକୁ ଆହୁରି ବଢାଇ ଦେଇଛି। ଏହି ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କହିଛନ୍ତି ଯେ, ପାକିସ୍ତାନ ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ କିନ୍ତୁ ଦେଶର ସୁରକ୍ଷା ଉପରେ କୌଣସି ଆପୋଷ ବୁଝାମଣା ହୋଇପାରିବ ନାହିଁ। ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ, ପିଏମଏଲ-ଏନ ସୂତ୍ରରୁ ପ୍ରକାଶ ଯେ, ନୱାଜ ସରିଫ ଚାହୁଁଛନ୍ତି ଯେ ତାଙ୍କ ସରକାର ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଏକ ବୁବୁଝାମଣା ସମାଧାନ ଖୋଜନ୍ତୁ। ସେ କହିଛନ୍ତି ଯେ, ନୱାଜ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ଇଚ୍ଛୁକ ନୁହଁନ୍ତି।

Jammu Kashmir Terror Attack Pahalgam Terror Attack pakistan Shahbaz Sharif
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ ୨୦୨୫’ ଉଦଯାପିତ

November 17, 2025

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025

ଭାରତ-ଆମେରିକା ମଧ୍ୟରେ ଏଲପିଜି ଚୁକ୍ତିନାମା

November 17, 2025

ରବିନ୍ଦ୍ର ଜାଡେଜା କାହିଁକି ୪ କୋଟି  କମରେ CSK ଛାଡିଲେ?: କାରଣ ବଖାଣିଲେ ପୂର୍ବତନ କ୍ରିକେଟର 

November 17, 2025
Latest News

ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ ୨୦୨୫’ ଉଦଯାପିତ

November 17, 2025

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025

ଭାରତ-ଆମେରିକା ମଧ୍ୟରେ ଏଲପିଜି ଚୁକ୍ତିନାମା

November 17, 2025

ରବିନ୍ଦ୍ର ଜାଡେଜା କାହିଁକି ୪ କୋଟି  କମରେ CSK ଛାଡିଲେ?: କାରଣ ବଖାଣିଲେ ପୂର୍ବତନ କ୍ରିକେଟର 

November 17, 2025

ସାଉଦି ଆରବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୨ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.