Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ କେନ୍ଦ୍ରାପଡା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଦେଲେ ଯୋଗ
ଆଜିର ଖବର

କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ କେନ୍ଦ୍ରାପଡା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଦେଲେ ଯୋଗ

May 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କଚେରୀପଡା ଏବଂ ଫକମୀରାବାଦ ଗ୍ରାମକୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଗସ୍ତ କରିଛନ୍ତି। ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ବିଭିନ୍ନ ଆଧ୍ୟାତ୍ମିକ ସ୍ଥଳୀ ମଧ୍ୟ ପରିଦର୍ଶନ କରିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ଗ୍ରାମବାସୀମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝହିଛନ୍ତି। ଶତୃରାଷ୍ଟ୍ର ସହ ଲଢେଇରେ ଅବତୀର୍ଣ୍ଣ ହୋଇଥିବା ଭାରତୀୟ ଜବାନ ମାନଙ୍କ ନିରାପତା ତଥା ବିଜୟ କାମନା କରି ଆଧ୍ୟାତ୍ମିକସ୍ଥଳୀରେ ଆୟୋଜିତ ବିଶ୍ୱଶାନ୍ତି ଯଜ୍ଞରେ ସାମିଲ ହୋଇ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

ଫକୀରାବାଦ ଠାରେ ଆୟଜିତ କର୍ମୀ ବୈଠକରେ ସାମିଲ ହୋଇ କେନ୍ଦ୍ରାପଡା ଜିଲ୍ଲାରେ ବିଜେପିର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ଭାରତୀୟ ଜନତା ପାର୍ଟିକୁ କିପରି ଭବିଷ୍ୟତରେ ଅଧିକ ସୁଦୃଢ ଏବଂ ଶକ୍ତିଶାଲୀ କରାଯିବ ସେ ନେଇ ଦଲୀୟ କାର୍ଯ୍ୟକର୍ତାମାନଙ୍କ ସହ ବିଚାର ବିମର୍ଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ଡଃ.ଦୁର୍ଗାପ୍ରସନ୍ନ ନାୟକ, କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି ଶସାଙ୍କ ସେଖର ସେଠୀ, ରାଜ୍ୟ ବିଜେପି ସଂଖ୍ୟାଲଘୂ ମୋର୍ଚା ଉପସଭାପତି ମହମ୍ମଦ ସଲିମ ଖାନ୍‌, ରାଜ୍ୟ ବିଜେପି କିଶାନ ମୋର୍ଚ୍ଚା ଉପସଭାପତି ଦୁଃର୍ଯ୍ୟୋଧନ ସାହୁ, କେନ୍ଦ୍ରାପଡା ସାଂସଦଙ୍କ ପ୍ରତିନିଧୀ କିଶୋର କୁମାର ପଣ୍ଡା, ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡଞ୍ଜିଲା ବିଜେପି ଉପସଭାପତି ସଂଜୟ ରଥ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ, କୃଷ୍ଣଚନ୍ଦ୍ର ପଣ୍ଡା,ଲଳିତ ବେହେରା,ଅଜୟ ବେହେରା ପ୍ରମୁଖ ଯୋଗଦେଇ ସାଂସଦଙ୍କ ସହ ଆଲୋଚନା କରିଥିଲେ। ନିକଟ ଭବିଷ୍ୟତରେ ଭାରତ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତେଜନା ମୁଳକ ସ୍ଥିତିକୁ ଦୃହ୍‌ଟିରେ ରଖି କେନ୍ଦ୍ରାପଡା ଜିଲ୍ଲା ବିଜେପିର ଭବିଷ୍ୟତ ରଣନିତୀ ଆଭିମୁଖ୍ୟ କିପରି ରହିବ ସେ ନେଇ ପୁଙ୍ଖାମୁପୁଙ୍ଖ ଆଲୋଚନା କରାଯାଇଥିଲା।

ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ଥାନ ଭଳି ଏକ ଶତୃରାଷ୍ଟ୍ରକୁ ବିଶ୍ୱ ମାନଚିତ୍ରୁ ଯଦି କେଇ ବିଲୋପ କରିବା ପାଇଁ ଚାହାନ୍ତି ସେ କେବଳ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀହିଁ କରିପାରିବେ ବୋଲି ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସାଂସଦଙ୍କ ପ୍ରତିନିଧି ତଥା ଜିଲା ବିଜେପିର ପୂର୍ବତନ ଜିଲା ସଭାପତି ଦୁଃର୍ଯ୍ୟୋଧନ ସାହୁ ପ୍ରତିକ୍ରିୟା ରଖିଛନ୍ତି।

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ପିସ୍ତଲ୍ ସହ ଦୁଇ ସନ୍ଦିଗ୍ଧ ଯୁବକ ଗିରଫ

September 10, 2025

ଏଫ.ଏମ. କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା: ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

September 10, 2025

ହିମାଚଳ ପ୍ରଦେଶର ବନ୍ୟାପୀଡ଼ିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

September 10, 2025

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

September 10, 2025
Latest News

ପିସ୍ତଲ୍ ସହ ଦୁଇ ସନ୍ଦିଗ୍ଧ ଯୁବକ ଗିରଫ

September 10, 2025

ଏଫ.ଏମ. କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା: ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

September 10, 2025

ହିମାଚଳ ପ୍ରଦେଶର ବନ୍ୟାପୀଡ଼ିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

September 10, 2025

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

September 10, 2025

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.