Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଶ୍ମୀରରେ ଲାଗିଲା ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ପୋଷ୍ଟର, ୨୦ ଲକ୍ଷ ପୁରସ୍କାର ଘୋଷଣା
ଆଜିର ଖବର

କାଶ୍ମୀରରେ ଲାଗିଲା ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ପୋଷ୍ଟର, ୨୦ ଲକ୍ଷ ପୁରସ୍କାର ଘୋଷଣା

May 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୁରକ୍ଷା ବାହିନୀ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛନ୍ତି। ଏହି ଆତଙ୍କବାଦୀମାନଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ରଖାଯାଇଛି। ପହଲଗାମରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି, କିନ୍ତୁ ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ପହଲଗାମର ପ୍ରତିଶୋଧ ନେବା ପାଇଁ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ସମୟ ମଧ୍ୟରେ ଆତଙ୍କବାଦୀଙ୍କ ୯ ଟି ଆଡ୍ଡାକୁ ଧ୍ୱଂସ କରାଯାଇଥିଲା।

Breaking News india jammu kashmir OPERATION SINDOOR Pahalgam Terror Attack pakistan
Share. Facebook Twitter LinkedIn Email WhatsApp Copy Link

Related Posts

କିଏ ସେହି ଦେବଯାନୀ ରାଣା? ଯିଏ କି ଉପନିର୍ବାଚନରେ ବିଧାୟିକା ଭାବେ ବିଜୟ ଲାଭ କରିଛନ୍ତି

November 15, 2025

ଘରକୁ ଆଣନ୍ତୁ ସୂର୍ଯ୍ୟଦେବଙ୍କ ପ୍ରତିମା, ପାଆନ୍ତୁ ସମସ୍ୟାରୁ ମୁକ୍ତି

November 15, 2025

ମନ୍ଦିର ଦର୍ଶନ: ଭାରତରେ ଏପରି ମନ୍ଦିର ଅଛି ଯାହା ଧନୁ ତୀର ଆକାରରେ ହୋଇଛି ନିର୍ମାଣ

November 15, 2025

୪୭ତମ ସର୍ବଭାରତୀୟ ରେଲୱେ ବ୍ରିଜ୍ ଚାମ୍ପିଅନସିପ୍ ଆୟୋଜନ କରିବ ପୂର୍ବ ତଟ ରେଳପଥ

November 15, 2025
Latest News

କିଏ ସେହି ଦେବଯାନୀ ରାଣା? ଯିଏ କି ଉପନିର୍ବାଚନରେ ବିଧାୟିକା ଭାବେ ବିଜୟ ଲାଭ କରିଛନ୍ତି

November 15, 2025

ଘରକୁ ଆଣନ୍ତୁ ସୂର୍ଯ୍ୟଦେବଙ୍କ ପ୍ରତିମା, ପାଆନ୍ତୁ ସମସ୍ୟାରୁ ମୁକ୍ତି

November 15, 2025

ମନ୍ଦିର ଦର୍ଶନ: ଭାରତରେ ଏପରି ମନ୍ଦିର ଅଛି ଯାହା ଧନୁ ତୀର ଆକାରରେ ହୋଇଛି ନିର୍ମାଣ

November 15, 2025

୪୭ତମ ସର୍ବଭାରତୀୟ ରେଲୱେ ବ୍ରିଜ୍ ଚାମ୍ପିଅନସିପ୍ ଆୟୋଜନ କରିବ ପୂର୍ବ ତଟ ରେଳପଥ

November 15, 2025

ନାଗରିକଙ୍କୁ ସଶକ୍ତ କରିବା ସହ ଗୋପନୀୟତାକୁ ସୁରକ୍ଷା ଦେବା ଲାଗି ଡିପିଡିପି ନିୟମାବଳୀର ବିଜ୍ଞପ୍ତି ପ୍ରକାଶ

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.