Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Ban Turkey Apples: ତୁର୍କୀ ସେଓକୁ କାହିଁକି ବ୍ୟବସାୟୀମାନେ ବିକ୍ରି ବନ୍ଦ କଲେ, କାହିଁକି ଗ୍ରାହକ ମୋଡିଲେ ମୁହଁ
ଆଜିର ଖବର

Ban Turkey Apples: ତୁର୍କୀ ସେଓକୁ କାହିଁକି ବ୍ୟବସାୟୀମାନେ ବିକ୍ରି ବନ୍ଦ କଲେ, କାହିଁକି ଗ୍ରାହକ ମୋଡିଲେ ମୁହଁ

May 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Ban Turkey Apples
Ban Turkey Apples: ତୁର୍କୀ ସେଓକୁ କାହିଁକି ବ୍ୟବସାୟୀମାନେ ବିକ୍ରି ବନ୍ଦ କଲେ, କାହିଁକି ଗ୍ରାହକ ମୋଡିଲେ ମୁହଁ

Ban Turkey Apples: ଭାରତ-ପାକିସ୍ତାନ ଉତ୍ତେଜନା ଏବଂ ଇସଲାମାବାଦକୁ ତୁର୍କୀର ଖୋଲା ସମର୍ଥନ ପରେ, ଦେଶର ଅନେକ ସ୍ଥାନରେ ଏକ ବ୍ୟାପକ ” ତୁର୍କୀ ଜିନିଷ ହଟାଓ” ଆନ୍ଦୋଳନ ଦେଖାଦେଇଛି। ମହାରାଷ୍ଟ୍ରର ପୁଣେରେ, ବ୍ୟବସାୟୀମାନେ “ତୁର୍କୀ ସେଓକୁ ବର୍ଜନ” କରିବାର ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ସ୍ଥାନୀୟ ବଜାରରେ ତୁର୍କୀ ସେଓ ଉପଲବ୍ଧ ହେଉ ନ ଥିବା ଜଣାପଡିଛି।

ସୂଚନା ଅନୁସାରେ ସହରର ଫଳ ବଜାରରେ, ତୁର୍କୀ ସେଓ ସାଧାରଣତଃ ₹1,000-1,200 କୋଟି ଟଙ୍କାର କାରବାର କରିଥାଏ। ହେଲେ ତୁର୍କୀର ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ବ୍ୟବସାୟୀମାନେ ତାହା ଆଉ ଆଣିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଅନ୍ୟପକ୍ଷରେ ଗ୍ରାହକମାନେ ମଧ୍ୟ ଆଉ ତୁର୍କୀ ଉତ୍ପାଦିତ ଜିନିଷ କିଣିବାକୁ ଚାହୁଁ ନାହାଁନ୍ତି। ଫଳରେ ତୁର୍କୀ ଏକ ବଡ ବ୍ୟବସାୟ ବିଫଳତା ଆଡକୁ ଅଗ୍ରସର ହେଉଛି।

ପୁଣେ ସେଓ ବ୍ୟବସାୟୀମାନେ କହିଛନ୍ତି ଯେ, “ଆମେ ତୁର୍କୀରୁ ସେଓ କିଣିବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ଏବଂ ଏହା ବଦଳରେ ହିମାଚଳ, ଉତ୍ତରାଖଣ୍ଡ, ଇରାନ ଏବଂ ଅନ୍ୟାନ୍ୟ ସ୍ଥାନରୁ ସେଓ ଆଣିବୁ। ଏହି ନିଷ୍ପତ୍ତି ଆମର ଦେଶପ୍ରେମ କର୍ତ୍ତବ୍ୟ ଏବଂ ରାଷ୍ଟ୍ର ପ୍ରତି ସମର୍ଥନ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଗ୍ରାହକମାନେ ତୁର୍କୀ ସେଓ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଏହି ବୟକଟକୁ ସ୍ଥାନୀୟ ଗ୍ରାହକଙ୍କଠାରୁ ମଧ୍ୟ ବ୍ୟବସାୟୀଙ୍କୁ ସମର୍ଥନ ପାଉଛନ୍ତି।

ଅପରେସନ ସିନ୍ଦୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.