Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିପିଆଇର ରାଷ୍ଟ୍ରୀୟ ମହାସଚିବ ହେଲେ ଡି. ରାଜା
ଆଜିର ଖବର

ସିପିଆଇର ରାଷ୍ଟ୍ରୀୟ ମହାସଚିବ ହେଲେ ଡି. ରାଜା

July 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଳିତ ଲୋକସଭା ନିର୍ବାଚନ ପରେ ସିପିଆଇରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ।  ଭାରତୀୟ କମ୍ୟୁନିଷ୍ଟ୍‌ ପାର୍ଟି (ସିପିଆଇ)ର ରାଜ୍ୟସଭା ସଦସ୍ୟ ଡି. ରାଜାଙ୍କୁ ଦଳ ତରଫରୁ ରାଷ୍ଟ୍ରୀୟ ମହାସଚିବ ରୂପେ ନିଯୁକ୍ତ କରାଯାଇଛି । ପୂର୍ବତନ ମହାସଚିବ ଏସ୍‌. ସୁଧାକର ରେଡ୍ଡିଙ୍କ ସ୍ଥାନ ନେଇଛନ୍ତି ଡି. ରାଜା । ଏନେଇ ସୂଚନା ଦେଇ ଏସ୍‌. ସୁଧାକର ରେଡ୍ଡି କହିଛନ୍ତି ଯେ, ରାଜ୍ୟସଭା ସଦସ୍ୟ ଡି. ରାଜାଙ୍କୁ ସିପିଆଇର ମହାସଚିବ ରୂପେ ନିଯୁକ୍ତି କରାଯାଇଛି । ରାଷ୍ଟ୍ରୀୟ ପରିଷଦର ବୈଠକ ପୂର୍ବରୁ ଡି. ରାଜାଙ୍କୁ ମହାସଚିବ କରିବା ନେଇ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା । ତେବେ ଔପଚାରିକ ଭାବେ ଡି. ରାଜାଙ୍କୁ ଦଳର ମହାସଚିବ ରୂପେ ଘୋଷଣା କରାଯାଇଛି। ଚଳିତ ଲୋକସଭା ନିର୍ବାଚନରେ ସିପିଆଇକୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ଦଳର ମହାସଚିବ ରେଡ୍ଡି ନିଜ ପଦରୁ ଇସ୍ତଫା ଦେଇଥିଲେ । ସିପିଆଇର ଜଣେ ନେତାଙ୍କ କହିବାନୁସାରେ ଜୁଲାଇ ୧୮ରୁ ୨୦ ମଧ୍ୟରେ ଆୟୋଜିତ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ତଥା ରାଷ୍ଟ୍ରୀୟ ପରିଷଦ ବୈଠକରେ ଚଳିତ ଲୋକସଭା ନିର୍ବାଚନରେ ଦଳର ବିଫଳତାକୁ ନେଇ ସମୀକ୍ଷା କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026

“ବନ୍ଦେ ମାତରମ୍” ର ନୂତନ ନିୟମକୁ ବିରୋଧ କଲେ ମୁସଲିମ ନେତା: ଅର୍ଶଦ ମଦନୀ କହିଲେ……

February 12, 2026

“ବନ୍ଦେ ମାତରମ୍” ପଢିବା ସମୟରେ ଠିଆ ନହେବା ପାଇଁ କ’ଣ ହେବ ଦଣ୍ଡ, ପୋଲିସ କରିପାରିବ କି ଗିରଫ?

February 12, 2026

ଆଜିର ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

February 12, 2026
Latest News

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026

“ବନ୍ଦେ ମାତରମ୍” ର ନୂତନ ନିୟମକୁ ବିରୋଧ କଲେ ମୁସଲିମ ନେତା: ଅର୍ଶଦ ମଦନୀ କହିଲେ……

February 12, 2026

“ବନ୍ଦେ ମାତରମ୍” ପଢିବା ସମୟରେ ଠିଆ ନହେବା ପାଇଁ କ’ଣ ହେବ ଦଣ୍ଡ, ପୋଲିସ କରିପାରିବ କି ଗିରଫ?

February 12, 2026

ଆଜିର ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

February 12, 2026

ଭାରତୀୟ ରେଳରେ ବିଦ୍ୟୁତୀକରଣ ଦ୍ୱାରା ଡିଜେଲ ବ୍ୟବହାର ୧୭୮ କୋଟି ଲିଟରକୁ ହ୍ରାସ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.