Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡି ଛାଡିବେ କି ସାଂସଦ ମୁନ୍ନା ଖାନ୍ !!! ଦଳର ବିଭିନ୍ନ ନିଷ୍ପତି ନେଇ ହୋଇଛନ୍ତି ଅସନ୍ତୁଷ୍ଠ
ଆଜିର ଖବର

ବିଜେଡି ଛାଡିବେ କି ସାଂସଦ ମୁନ୍ନା ଖାନ୍ !!! ଦଳର ବିଭିନ୍ନ ନିଷ୍ପତି ନେଇ ହୋଇଛନ୍ତି ଅସନ୍ତୁଷ୍ଠ

May 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Munna
ବିଜେଡି ଛାଡିବେ କି ସାଂସଦ ମୁନ୍ନା ଖାନ୍ !!! ଦଳର ବିଭିନ୍ନ ନିଷ୍ପତି ନେଇ ହୋଇଛନ୍ତି ଅସନ୍ତୁଷ୍ଠ

ଭୁବନେଶ୍ବର: ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ୍ ଦଳୀୟ ନିଷ୍ପତି ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦଳ ଭିତରେ ଯେପରି କାର୍ଯ୍ୟ ଚାଲିଛି ତାହାକୁ ନେଇ ସେ ସନ୍ତୁଷ୍ଠ ନାହାଁନ୍ତି। ଗତକାଲି ସେ ନବୀନ ନିବାସ ଆସି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ସେ କୁଆଡେ ସଂଖ୍ୟା ଲଘୁ ସେଲ ପାଇଁ ଦିଆଯାଇଥିବା ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି।

ନିକଟରେ ବିଜେଡି ତାଙ୍କୁ ବିଜେଡି ସଂଖ୍ୟାଲଘୁ ସେଲର ଯେଉଁ ପଦବୀ ଦେଇଛନ୍ତି ତାହାକୁ ନେଇ ସେ କୁଆଡେ ଅସନ୍ତୁଷ୍ଠ। କାରଣ ପୂର୍ବରୁ ସେ ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ତଥା ଆବାହକ ରହିଥିଲେ। ହେଲେ ଏଥର ତାଙ୍କ ପଦବୀ ଖସାଇ ଦେଇ ଦକ୍ଷିଣ ଜୋନର ଆବାହକ କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀପ ତିର୍କିଙ୍କୁ ସେଲର ଆବାହକ କରାଯାଇଛି। ସେଥିପାଇଁ ମୁନ୍ନା ଖାନଙ୍କ ସମର୍ଥକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

ସେହିପରି ନିକଟରେ ୱାକଫ ବିଲ ସମର୍ଥନ ନେଇ ଦଳ ଭିତରେ ଏକ ବିଭେଦ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଖୋଦ ମୁନ୍ନା ଖାନ ଅସନ୍ତୁଷ୍ଠ ହୋଇପଡିଥିଲେ। ତାଙ୍କର ସମର୍ଥକମାନେ ନବୀନ ନିବାସ ଯାଇ ପାଣ୍ଡିଆନ ହଟାଅ ବୋଲି ନାରା ଦେଇଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଥିଲା। ଏହି ସବୁ କାରଣ ନେଇ କୁଆଡେ ମୁନ୍ନା ଖାନ ଦଳୀୟ ନେତାଙ୍କ ଉପରେ ଅସନ୍ତୁଷ୍ଠ ହୋଇପଡିଛନ୍ତି। ସେ ଖୁବ ଶିଘ୍ର ଏକ ବଡ ନିଷ୍ପତି ନେବେ ବୋଲି କୁହାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.