Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଅଳିଆ ବଦଳରେ ମିଳିବ ଖାଇବା
ଆଜିର ଖବର

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଅଳିଆ ବଦଳରେ ମିଳିବ ଖାଇବା

July 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଏବେ ଦେଶରେ ଅଳିଆ ବଦଳରେ ମିଳିବ ଖାଇବା । ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପୂରା ସତ । ଦେଶରେ ଅଳିଆ ପରିଚାଳନାକୁ ନେଇ ଏକ ଭିନ୍ନ ପ୍ରୟାସ ଆରମ୍ଭ କରାଯାଉଛି । ପ୍ରଗତିଶୀଳ ଦେଶ  ଭାରତ ପାଇଁ ସ୍ବଚ୍ଛତା ଓ ଅନାହାର ଏକ ଚ୍ୟାଲେଞ୍ଜ ପାଲଟିଛି । ଏହି ଦୁଇ ସମସ୍ୟାର ମୂଳୋତ୍ପାଟନ କରିବାକୁ ଛତିଶଗଡ ନଗର ନିଗମ ଏକ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । ଛତିଶଗଡ଼ର ଅବନ୍ତିପୁରା ସହରରେ ଏବେ ‘ଗାର୍ବେଜ୍‌ କାଫେ’ ଲଞ୍ଚ କରୁଛନ୍ତି । ଏଠାରେ ଅଳିଆ ବଦଳରେ ପେଟପୂରା ଖାଇବାକୁ ମିଳିବ । ଏହା ଦେଶର ପ୍ରଥମ ଗାର୍ବେଜ୍‌ କାଫେ ହେବ। ଯେଉଁଠାରେ ନଗର ନିଗମର ଗରିବ ଓ ଅନାହାରୀଙ୍କୁ ପ୍ଲାଷ୍ଟିକ୍‌ ତଥା ଅଳିଆ ବଦଳରେ ଖାଦ୍ୟ ଖାଇବାକୁ ମିଳିବ। ଏହି କାଫେରେ ଏକ କିଲୋ ପ୍ଲାଷ୍ଟିକ୍‌ ବଦଳରେ ଗୋଟେ ପ୍ଲେଟ ଭରପୂର ଖାଦ୍ୟ ମିଳିବ। ସେହିପରି ୫୦୦ ଗ୍ରାମ ପ୍ଲାଷ୍ଟିକ୍‌ ଅଳିଆ ପାଇଁ ସୁନ୍ଦର ଜଳଖିଆ ଖାଇବାକୁ ମିଳିବ ।  ଏହା ଗାର୍ବେଜ୍‌ କାଫେ ଅବନ୍ତିପୁରାର ମୁଖ୍ୟ ବସ୍‌ ଷ୍ଟାଣ୍ଡ୍‌ ପାଖରେ ହେବାର ନିଷ୍ପତ୍ତି ନିଆଯାଇଛି । ପ୍ରାଥମିକ ସ୍ତରରେ ଏହି ପ୍ରୋଜେକ୍ଟ ପାଇଁ ପାଞ୍ଚ ଲକ୍ଷ ଟଙ୍କାର ବଜେଟ୍‌ ପ୍ରସ୍ତୁତ କରାଯାଇଛି । ରାସ୍ତାରୁ ପ୍ଲାଷ୍ଟିକ ତଥା ଅଳିଆ ଆଣୁଥିବା ଲୋକଙ୍କୁ ଏଠାରେ ଖାଦ୍ୟ ଯୋଗାଇ ଦିଆଯିବ । ଏହି ଅଭିନବ ପ୍ରକ୍ରିୟାକୁ ସ୍ବଚ୍ଛଭାରତର ଅଂଶରୂପେ ଗ୍ରହଣ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ

December 21, 2025

ଚୀନ୍ ଏବଂ ପାକିସ୍ତାନ ତୁଳନାରେ କାହିଁକି ଶସ୍ତା ଭାରତରେ ମୋବାଇଲ୍ ଡାଟା?: ଜାଣନ୍ତୁ କାରଣ

December 21, 2025

ଲକ୍ଷ୍ନୌରେ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

December 21, 2025

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ

December 21, 2025
Latest News

ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ

December 21, 2025

ଚୀନ୍ ଏବଂ ପାକିସ୍ତାନ ତୁଳନାରେ କାହିଁକି ଶସ୍ତା ଭାରତରେ ମୋବାଇଲ୍ ଡାଟା?: ଜାଣନ୍ତୁ କାରଣ

December 21, 2025

ବିଏସଏଫ କନଷ୍ଟେବଳ ନିଯୁକ୍ତିରେ ୫୦% ସଂରକ୍ଷଣ ପାଇବେ ଅଗ୍ନିବୀର, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

December 21, 2025

ଲକ୍ଷ୍ନୌରେ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

December 21, 2025

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.