Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ ଦରବାରରେ ପାକିସ୍ଥାନର ଆତଙ୍କୀ କାର୍ଯ୍ୟକଳାପର ପର୍ଦ୍ଦା ଫାର୍ସ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ବଡ ଯୋଜନା
ଆଜିର ଖବର

ବିଶ୍ବ ଦରବାରରେ ପାକିସ୍ଥାନର ଆତଙ୍କୀ କାର୍ଯ୍ୟକଳାପର ପର୍ଦ୍ଦା ଫାର୍ସ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ବଡ ଯୋଜନା

May 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Modi
ସାହସୀ ବାୟୁ ସେନା ଏବଂ ସୈନିକମାନଙ୍କୁ ଭେଟିବା ପାଇଁ ଏଏଫଏସ ଆଦମପୁର ଗସ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ବ ଦରବାରରେ ପାକିସ୍ଥାନର ଆତଙ୍କବାଦୀ କାର୍ଯ୍ୟକଳାପର ପର୍ଦ୍ଦା ଫାର୍ସ କରିବା ପାଇଁ ଭାରତ ଏକ ବଡ଼ କୂଟନୈତିକ ଯୋଜନା କରୁଛି। ତାହା ହେଲା ଭାରତ ଖୁବ ଶିଘ୍ର ସାଂସଦମାନଙ୍କୁ ବିଶ୍ବର ପ୍ରମୁଖ ନେତାମାନଙ୍କୁ ଭେଟିବା ପାଇଁ ପଠାଇବ। ଏଥିରେ ୪୮ ଜଣିଆ ସଂସଦୀୟ ମଣ୍ଡଳି ଗଠନ କରାଯିବ। ଏହି ଦଳରେ ବିଭିନ୍ନ ଦଳର ସଦସ୍ୟମାନଙ୍କୁ ସାମିଲ କରାଯିବ।

ଏହି ଦଳ ଆସନ୍ତା ୨୨ ମଇ ରୁ ୧ ଜୁନ୍ ପର୍ଯ୍ୟନ୍ତ ବିଭିନ୍ନ ଦେଶ ଯାତ୍ରା କରିବେ। ସେମାନେ ସେହି ଦେଶର ନେତୃମଣ୍ଡଳୀଙ୍କୁ ପାକିସ୍ତାନ ବିରୁଦ୍ଧରେ ଭାରତର ପ୍ରମାଣ ଏବଂ ନୂଆଦିଲ୍ଲୀର ମତାମତ ଉପସ୍ଥାପନ କରିବେ।

ସୂତ୍ର ଅନୁସାରେ, ପ୍ରତିନିଧିମଣ୍ଡଳୀର ନେତୃତ୍ୱ ସଂସଦୀୟ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନେବେ। ସେମାନଙ୍କୁ ଆଠଟି ଗୋଷ୍ଠୀରେ ବିଭକ୍ତ କରାଯିବ, ପ୍ରତ୍ୟେକ ଗୋଷ୍ଠୀରେ ଛଅ ଜଣ ସଦସ୍ୟ ରହିବେ।

ଏଥିରେ ବିଜେପି ନେତୃତ୍ୱାଧୀନ ସରକାର ଏବଂ ବିରୋଧୀ ଦଳଗୁଡ଼ିକର ଅନେକ ବଡ଼ ନାମ ସାମିଲ ହେବାର ଆଶା କରାଯାଉଛି, ଯେଉଁଥିରେ କଂଗ୍ରେସ ସାଂସଦ ଶଶି ଥରୁର, ମନୀଷ ତିୱାରୀ, ପଞ୍ଜାବର ସାଂସଦ ବିକ୍ରମଜିତ ସିଂହ ସାହାନି, ଅସଦୁଦ୍ଦିନ ଓୱେସି ପ୍ରମୁଖ ସାମିଲ ହେବେ।

narendra modi pakistan ନରେନ୍ଦ୍ର ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବାକୁ ନେଇ ଉଦବେଗ ପ୍ରକାଶ କଲେ ପ୍ରକାଶ ମିଶ୍ର

September 14, 2025

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖ ରବିବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ, ସାବଧାନ

September 14, 2025

ଭିସୁଟ, ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ

September 13, 2025

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଓଡିଶାରେ ଲାଗିବ ୭୫ ଲକ୍ଷ ଗଛ, ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଲେ…

September 13, 2025
Latest News

ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବାକୁ ନେଇ ଉଦବେଗ ପ୍ରକାଶ କଲେ ପ୍ରକାଶ ମିଶ୍ର

September 14, 2025

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖ ରବିବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ, ସାବଧାନ

September 14, 2025

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ହ୍ୟାଣ୍ଡ ବଲଟି ଧରି ପଡିଆ ଉପରକୁ ହଠାତ୍ କାହିଁକି ଆସିଲେ, ସମସ୍ତେ ତାଜୁବ୍…

September 13, 2025

ଭିସୁଟ, ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ

September 13, 2025

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଓଡିଶାରେ ଲାଗିବ ୭୫ ଲକ୍ଷ ଗଛ, ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଲେ…

September 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.