ଭୁବନେଶ୍ଵର: ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦୁଇଦିନିଆ ଭୁଟାନ ଗସ୍ତରେ ଯିବେ। ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଭୁଟାନରେ ଅନୁଷ୍ଠିତ ହେଉଥିବା ଦକ୍ଷିଣ ଏସିଆ ଲେବର ମୋବିଲିଟି ସମ୍ମିଳନୀରେ ଯୋଗଦେବା ପାଇଁ ଶ୍ରୀ ସିଂହଦେଓ ଭୁଟାନ ଯାଉଛନ୍ତି। କନକ ବର୍ଦ୍ଧନ ସିଂହଦେଓ
ବିହାର ନିର୍ବାଚନ: ଆପର ବଡ଼ ଘୋଷଣା, ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍, ମହିଳାମାନଙ୍କୁ ପ୍ରତି ମାସରେ ୩ ହଜାରOctober 24, 2025