Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ : ଦ୍ବିତୀୟ ରାଉଣ୍ଡରେ ବି ବିଜେଡ଼ି ଆଗୁଆ
ଆଜିର ଖବର

ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ : ଦ୍ବିତୀୟ ରାଉଣ୍ଡରେ ବି ବିଜେଡ଼ି ଆଗୁଆ

July 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍‌ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ଦ୍ବିତୀୟ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୩୪୨୬ ଭୋଟ୍‌ରେ ଆଗୁଆ ଅଛନ୍ତି । ତାଙ୍କୁ ୧୨,୪୭୪ଟି ଭୋଟ୍‌ ମିଳିଥିବାବେଳେ  ବିଜେପିର ବିଜୟ ମହାପାତ୍ରଙ୍କୁ ୯୦୪୮ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୪୨୮ଟି ଭୋଟ୍‌ ମିଳିଛି । ପାଟକୁରାରେ ତ୍ରିମୁଖୀ ଲଢେଇ ହେଉଥିବାବେଳେ ମୁଖ୍ୟତଃ ଏଠାରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର  ଦେଖିବାକୁ ମିଳୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଲଙ୍କା: ବୁଡ଼ିଯାଇଥିବା ଇରାନୀ ଯୁଦ୍ଧଜାହାଜରୁ ନୌସୈନିକଙ୍କ ମୃତଦେହ ଉଦ୍ଧାର

March 5, 2026

ହୋଲି ପର୍ବକୁ ବର୍ଜନ କଲେ ଠିକାଦାର ସଂଘ: ୧୨ ଦିନ ହେଲା ଆନ୍ଦୋଳନ ଜାରି

March 5, 2026

ଆଜି ମାର୍ଚ୍ଚ ୫ ତାରିଖ ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 5, 2026

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026
Latest News

ଶ୍ରୀଲଙ୍କା: ବୁଡ଼ିଯାଇଥିବା ଇରାନୀ ଯୁଦ୍ଧଜାହାଜରୁ ନୌସୈନିକଙ୍କ ମୃତଦେହ ଉଦ୍ଧାର

March 5, 2026

ହୋଲି ପର୍ବକୁ ବର୍ଜନ କଲେ ଠିକାଦାର ସଂଘ: ୧୨ ଦିନ ହେଲା ଆନ୍ଦୋଳନ ଜାରି

March 5, 2026

ଆଜି ମାର୍ଚ୍ଚ ୫ ତାରିଖ ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 5, 2026

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.