Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ବିଶ୍ବଭୂଷଣ ହରିଚନ୍ଦନ
ଆଜିର ଖବର

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ବିଶ୍ବଭୂଷଣ ହରିଚନ୍ଦନ

July 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
VIJAYAWADA, JULY 24 (UNI) Newly sworn in Governor of Andhra Pradesh Biswa Bhusan Harichandan (C) A P Chief Minister Y S Jagan Monan Reddy, Chief Justices of AP High Court C Praveen Kumar pose for a photograph at Raj Bhavan in Vijayawada on Wednesday. UNI PHOTO-6u

ସମୀକ୍ଷା ବ୍ୟୁରୋ

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ବିଶ୍ବଭୂଷଣ ହରିଚନ୍ଦନ। ରାଜଭବନ ପରିସରରେ ଆୟୋଜିତ ଏକ ସମାରୋହରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ବିଚାରପତି ସି. ପ୍ରବୀଣ କୁମାର ବିଶ୍ବଭୂଷଣଙ୍କୁ ରାଜ୍ୟର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରାଇଛନ୍ତି। ଏହି ଶପଥଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡି ଓ ତାଙ୍କ କ୍ୟାବିନେଟ୍‌ ଟିମ୍‌ ଉପସ୍ଥିତ ରହିଥିଲେ। ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ଆଜି ଦାୟିତ୍ବ ଗ୍ରହଣ କରୁଛନ୍ତି। ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ୫ଥର ବିଧାନସଭାକୁ ନିର୍ବାଚିତ ହୋଇ ଓଡ଼ିଶା ରାଜନୀତିରେ ଜଣେ ସକ୍ରିୟ ରାଜନେତା ଭାବେ ନିଜର ଅବଦାନ ରଖିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

PM to Visit Odisha: ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ବୈଠକ କରି କହିଲେ..

September 20, 2025

Fertilizer Crisis: ସାର ସଙ୍କଟ ନେଇ କମ୍ପିଲା ବିଧାନସଭା, ବିଜେଡି କଲା ହଟ୍ଟଗୋଳ

September 20, 2025

ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସମ୍ପର୍କକୁ ନେଇ ଡିଡି ନ୍ୟୁଜ୍ ଓଡ଼ିଆର ସ୍ୱତନ୍ତ୍ର ଉପସ୍ଥାପନା

September 20, 2025

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025
Latest News

PM to Visit Odisha: ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ବୈଠକ କରି କହିଲେ..

September 20, 2025

Fertilizer Crisis: ସାର ସଙ୍କଟ ନେଇ କମ୍ପିଲା ବିଧାନସଭା, ବିଜେଡି କଲା ହଟ୍ଟଗୋଳ

September 20, 2025

ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସମ୍ପର୍କକୁ ନେଇ ଡିଡି ନ୍ୟୁଜ୍ ଓଡ଼ିଆର ସ୍ୱତନ୍ତ୍ର ଉପସ୍ଥାପନା

September 20, 2025

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025

ଆଇଆଇଏମ ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.