Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିବାହ ବନ୍ଧନରେ ଆବଦ୍ଧ ହେଲେ ଜେଫ୍ ବେଜୋସ୍ ଏବଂ ଲରେନ୍ ସାଞ୍ଚେଜ୍: ଭାଇରାଲ୍ ହେଲା ବିବାହ ଫଟୋ
ଆଜିର ଖବର

ବିବାହ ବନ୍ଧନରେ ଆବଦ୍ଧ ହେଲେ ଜେଫ୍ ବେଜୋସ୍ ଏବଂ ଲରେନ୍ ସାଞ୍ଚେଜ୍: ଭାଇରାଲ୍ ହେଲା ବିବାହ ଫଟୋ

June 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆମାଜନ ଏବଂ ବ୍ଲୁ ଅରିଜିନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏବଂ ଲେଖିକା, ହେଲିକପ୍ଟର ପାଇଲଟ୍ ଏବଂ ବୃତ୍ତିରେ ସାମ୍ବାଦିକ ରହିଥିବା ଲରେନ୍ ସାଞ୍ଚେଜ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାଞ୍ଚେଜ୍ ଏକ ଇନଷ୍ଟାଗ୍ରାମ୍ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ବିବାହର କିଛି ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ, ଦୁହେଁ ଏବେ ଆନୁଷ୍ଠାନିକ ଭାବରେ ବିବାହ କରିଛନ୍ତି।

୨୦୧୮ ରେ ଆରମ୍ଭ କରିଥିଲେ ଡେଟିଂ

ବିବାହ ପୂର୍ବରୁ ଶୁକ୍ରବାର ସୋସିଆଲ୍ ମିଡିଆରେ କିଛି ଫଟୋ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଅନେକ ହାଇପ୍ରୋଫାଇଲ୍ ଅତିଥିଙ୍କୁ ବିଳାସପୂର୍ଣ୍ଣ ହୋଟେଲରୁ ବାହାରକୁ ବାହାରୁଥିବାର ଦେଖାଯାଇଥିଲା। ୨୦୧୮ ମସିହାରୁ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ୧୪ ଜୁଲାଇ ୨୦୧୯ ରେ ତାଙ୍କ ପ୍ରଥମ ପତ୍ନୀ ମ୍ୟାକେଞ୍ଜି ସ୍କଟ୍ ଙ୍କୁ ଛାଡପତ୍ର ଦେବା ପରେ ବେଜୋସ୍ ସାଞ୍ଚେଜ୍ ଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି କହିଥିଲେ। କୋଟିପତି ବ୍ୟବସାୟୀ ବେଜୋସ୍ ୨୦୨୩ ମସିହାରେ ତାଙ୍କ ସୁପରୟାଟ ରେ ସାଞ୍ଚେଜ୍ ଙ୍କୁ ଏକ ସୁନ୍ଦର ହୀରା ମୁଦି ପିନ୍ଧାଇ ପ୍ରସ୍ତାବ ଦେଇଥିଲେ, ଯାହାର ମୂଲ୍ୟ ୨.୫ ମିଲିୟନ ଡଲାର ଥିଲା।

ଇନଷ୍ଟାଗ୍ରାମ୍ ରେ ସେୟାର ହୋଇଛି ବିବାହ ଫଟୋ

ଇନଷ୍ଟାଗ୍ରାମ୍ ରେ ସେୟାର ହୋଇଥିବା ଗୋଟିଏ ଫଟୋରେ ନବ ବିବାହିତ ଦମ୍ପତି ହାତରେ ହାତ ଧରି ହସୁଥିବା ଦେଖାଯାଉଛି ଏବଂ ଅନେକ ଅତିଥି ସେମାନଙ୍କ ଚାରିପାଖରେ ତାଳି ମାରିବା ଦେଖାଯାଉଛି। ଏହି ଫଟୋଗୁଡ଼ିକରେ ସାଞ୍ଚେଜ୍ ଏକ ଧଳା ଲେସ୍ ମର୍ମେଡ୍ ଗାଉନ୍ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି। ବେଜୋସ୍ ମଧ୍ୟ ଏକ ଗାଢ କଳା ଟକ୍ସେଡୋରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

Jeff Bezos Lauren Sanchez
Share. Facebook Twitter LinkedIn Email WhatsApp Copy Link

Related Posts

ଓୟୁଏଟି ର ୬୪ତମ ପ୍ରତିଷ୍ଠା ଦିବସ

August 25, 2025

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ତାରିଖ ସୋମବାରରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025
Latest News

ଓୟୁଏଟି ର ୬୪ତମ ପ୍ରତିଷ୍ଠା ଦିବସ

August 25, 2025

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ତାରିଖ ସୋମବାରରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2025

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.