Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବସରର ତିନି ଦିନ ପୁର୍ବରୁ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଆଜିର ଖବର

ଅବସରର ତିନି ଦିନ ପୁର୍ବରୁ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

June 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକ୍ ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କ ଘର ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଶ୍ରୀଯୁକ୍ତ ପଣ୍ଡାଙ୍କ ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ୭ ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଚଢ଼ାଉ ଜାରି ରଖିଛନ୍ତି। ଉକ୍ତ ଚଢାଉରେ ୬ ଡି ଏସ୍ ପି ଓ ୮ ଜଣ ନୀରିକ୍ଷକଙ୍କ ସହ ବହୁ କର୍ମଚାରୀ ନିଯୁକ୍ତି ହୋଇଛନ୍ତି।

ସୁଚନା ଥାଉକି ଯନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଆଉ ତିନି ଦିନ ପରେ ଅବସର ନେବାର ଥିଲା। ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏକକାଳୀନ ୭ ଟି ସ୍ଥାନ ଯଥା କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଗୁଡିଆଳି ଗ୍ରାମର ପୈତୃକ ଘର, ପୁରୁଷୋତ୍ତମ ପୁର ଥାନା ଅର୍ନ୍ତଗତ ବେଢ ଗ୍ରାମର ଶ୍ଵଶୁର ଘର, ବ୍ରହ୍ମପୁର ରାମହରି ନଗର ସ୍ଥିତ ନିଜ ବାସସ୍ଥାନ, ଆଙ୍କୁଲି ସ୍ଥିତ ମୁକ୍ତେଶ୍ଵର ଆପାର୍ଟମେଂଟରେ ଦୁଇଟି ଫ୍ଲାଟ୍, ପୁରୀ ଚୁଡଙ୍ଗ ସାହି ସ୍ଥିତ ଗୋଟିଏ ଫ୍ଲାଟ୍ ଓ ଗଞ୍ଜାମ ବ୍ଳକ୍ ରେ ଥିବା ନିଜ କାର୍ଯ୍ୟାଳୟରେ ଯାଞ୍ଚ ଚାଲିଛି।

ଚଢ଼ାଉ ସମୟରେ ବହୁ ବାସଗୃହର ପ୍ରମାଣପତ୍ର, ବିପୁଳ ପରିମାଣ ର ନଗଦ ଟଙ୍କା ଓ ବହୁ ମୁଲ୍ୟର ସ୍ବର୍ଣ୍ଣ ଅଳଙ୍କାର ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ଆୟ ବହିଃର୍ଭୁତ ସମ୍ପତ୍ତିର ଆକଳନ ହୋଇନଥିବା ଜଣାପଡିଛି।

ଗଞ୍ଜାମ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ମହୋତ୍ସବ ଅଷ୍ଟମ ସନ୍ଧ୍ୟା ସମାରୋହ

December 24, 2025

ଓଡ଼ିଶାରେ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ ଟ୍ରଷ୍ଟ ପାଳନ କଲା ଶିକ୍ଷାଗତ ଉତ୍କର୍ଷତାର ୪୦ ବର୍ଷ

December 24, 2025

ରେଳ ଟ୍ରାକରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ଏଆଇ-ଆଧାରିତ ବ୍ୟବସ୍ଥା

December 24, 2025

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ 

December 24, 2025
Latest News

ଖୋର୍ଦ୍ଧା ମହୋତ୍ସବ ଅଷ୍ଟମ ସନ୍ଧ୍ୟା ସମାରୋହ

December 24, 2025

ଇତିହାସ ରଚିଲା ISRO: ଉତକ୍ଷେପଣ କଲା ବ୍ଲୁବର୍ଡ ବ୍ଲକ-୨, ଟାୱାର ବିନା ସଂଯୋଗ ହେବ 4G-5G

December 24, 2025

ଓଡ଼ିଶାରେ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ ଟ୍ରଷ୍ଟ ପାଳନ କଲା ଶିକ୍ଷାଗତ ଉତ୍କର୍ଷତାର ୪୦ ବର୍ଷ

December 24, 2025

ରେଳ ଟ୍ରାକରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ଏଆଇ-ଆଧାରିତ ବ୍ୟବସ୍ଥା

December 24, 2025

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ 

December 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.