Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବୀନ ନିବାସରେ ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ମାନସ ମନ୍ଥନ
ଆଜିର ଖବର

ନବୀନ ନିବାସରେ ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ମାନସ ମନ୍ଥନ

July 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ORISSA CM NAVIN PATNAIK DURING AN ONE TO ONE INTERVIEW WITH INDIAN EXPRESS AT HIS OFFICE ON MONDAY AT BHUBNESWAR. EXPRESS PHOTO BY PARTHA PAUL-01-09-08 ORISSA ORISSA CM NAVIN PATNAIK DURING AN ONE TO ONE INTERVIEW WITH INDIAN EXPRESS AT HIS OFFICE ON MONDAY AT BHUBNESWAR. EXPRESS PHOTO BY PARTHA PAUL-01-09-08 ORISSA

ଗତକାଲି ପାଟକୁରା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଏହି ଆସନରୁ ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ବିଜୟ ହୋଇଛନ୍ତି । ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ଆଜି ଏନେଇ ନବୀନ ନିବାସରେ ଏନେଇ ମାନସମନ୍ଥନ କରାଯାଇଛି ।   ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ ଓ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତିରେ ଏହି ସମୀକ୍ଷା କରାଯାଇଥିଲା । ତେବେ ଏହି ବୈଠକ ପରେ ପ୍ରତାପ ଦେବ ପ୍ରତ୍ରିକିୟା ରଖି କହିଛନ୍ତି ଯେ,  କେଉଁ ପଞ୍ଚାୟତରୁ କେତେ, କେଉଁ ବୁଥରେ କେତେ ଭୋଟ ପାଇଛୁ ସେନେଇ ସମୀକ୍ଷା ହୋଇଛି । ତେବେ ଭୋଟ ବ୍ୟବଧାନ ହ୍ରାସକୁ ନେଇ ପ୍ରଶ୍ନର ଉତ୍ତରରେ ପ୍ରତାପ କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନ ଅପେକ୍ଷା ବ୍ୟବଧାନ ୩ଗୁଣା ବଢିଛି । ପାଟକୁରାବାସୀ ଯାହା ଦେଇଛନ୍ତି, ସେଥିରେ ଆମେ ଖୁସୀ ଅଛୁ ।

Share. Facebook Twitter LinkedIn Email WhatsApp Copy Link

Related Posts

PM to Visit Odisha: ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ବୈଠକ କରି କହିଲେ..

September 20, 2025

Fertilizer Crisis: ସାର ସଙ୍କଟ ନେଇ କମ୍ପିଲା ବିଧାନସଭା, ବିଜେଡି କଲା ହଟ୍ଟଗୋଳ

September 20, 2025

ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସମ୍ପର୍କକୁ ନେଇ ଡିଡି ନ୍ୟୁଜ୍ ଓଡ଼ିଆର ସ୍ୱତନ୍ତ୍ର ଉପସ୍ଥାପନା

September 20, 2025

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025
Latest News

PM to Visit Odisha: ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ବୈଠକ କରି କହିଲେ..

September 20, 2025

Fertilizer Crisis: ସାର ସଙ୍କଟ ନେଇ କମ୍ପିଲା ବିଧାନସଭା, ବିଜେଡି କଲା ହଟ୍ଟଗୋଳ

September 20, 2025

ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସମ୍ପର୍କକୁ ନେଇ ଡିଡି ନ୍ୟୁଜ୍ ଓଡ଼ିଆର ସ୍ୱତନ୍ତ୍ର ଉପସ୍ଥାପନା

September 20, 2025

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025

ଆଇଆଇଏମ ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.