Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିନାକୀ ମିଶ୍ରଙ୍କୁ ବିବାହ କରିବା ପରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିଡିଓ ବାର୍ତ୍ତା ପଠାଇଲେ ମହୁଆ ମୋଇତ୍ରା
ଆଜିର ଖବର

ପିନାକୀ ମିଶ୍ରଙ୍କୁ ବିବାହ କରିବା ପରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିଡିଓ ବାର୍ତ୍ତା ପଠାଇଲେ ମହୁଆ ମୋଇତ୍ରା

July 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପିନାକୀ ମିଶ୍ରଙ୍କୁ ବିବାହ କରିବା ପରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିଡିଓ ବାର୍ତ୍ତା ପଠାଇଲେ ମହୁଆ ମୋଇତ୍ରା

The Samikhsya Desk: ନିକଟରେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା। ଓଡିଶାର ବୋହୂ ହେବା ପରେ ସେ ଏ ପର୍ଯ୍ୟନ୍ତ ପୁରୀ ଆସି ନାହିଁନ୍ତି। ହେଲେ ସେ ଓଡିଶା ମୁଖ୍ୟମନ୍ତୀ ତଥା ମୁଖ୍ୟ ଶାସନ ସଚିବଙ୍କୁ ଏକ ଅନୁରୋଧ କରିଛନ୍ତି। ତେବେ ତାହା ବିବାହ ସଂପର୍କରେ ନୁହେଁ ବରଂ ତାଙ୍କ ପଶ୍ଚିମବଂଗ ନଦୀଆ ଜିଲ୍ଲାର ଶ୍ରମିକମାନଙ୍କୁ ନେଇ ସେ ଏକ ଭିଡିଓ ବାର୍ତ୍ତା ପଠାଇଛନ୍ତି।

ଏଥିରେ ମହୁଆ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ପୋଲିସ ଡିଜିଙ୍କୁ ଏକ ଅନୁରୋଧ କରିଛନ୍ତି। ତାହା ହେଲା ତାଙ୍କ ଲୋକସଭା କ୍ଷେତ୍ର ନଦୀଆ ଅଞ୍ଚଳର 23 ଜଣ ଶ୍ରମିକଙ୍କୁ ଝାରସୁଗୁଡା ପୋଲିସ ଅଟକ ରଖିଛି। ସେମାନଙ୍କୁ ପୋଲିସ ବେଆଇନ ଭାବେ ଅଟକ ରଖିଛି ବୋଲି ମହୁଆ ଏହି ଭିଡିଓରେ କହିଛନ୍ତି। ତୁରନ୍ତ ସେମାନଙ୍କୁ ଛାଡି ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି।

https://thesamikhsya.com/odia/wp-content/uploads/2025/07/mahua.mp4

ତେବେ ସେ ଏହି ଭିଡିଓରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଶ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ନବୀନ ସରକାର 24 ବର୍ଷ ଭିତରେ ଏମିତି କେବେ ହୋଇ ନ ଥିଲା ଯାହା ବିଜେପି ସରକାରରେ ହୋଇଛି।

ଝାରସୁଗୁଡା ମହୁଆ ଭିଡିଓ ମହୁଆ ମୋଇତ୍ରା ମୁଖ୍ୟମନ୍ତ୍ରୀଙ୍କୁ ମହୁଆଙ୍କ ଅନୁରୋଧ
Share. Facebook Twitter LinkedIn Email WhatsApp Copy Link

Related Posts

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025
Latest News

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.