Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରୀ ମୃତ୍ୟୁ ନେଇ ଆସନ୍ତାକାଲି କଂଗ୍ରେସ ଓ ବାମଦଳର ଓଡିଶା ବନ୍ଦ, ଭୁବନେଶ୍ବରରେ ପହଁଞ୍ଚିଲେ ଅଳକା ଲାମ୍ବା
ଆଜିର ଖବର

ଛାତ୍ରୀ ମୃତ୍ୟୁ ନେଇ ଆସନ୍ତାକାଲି କଂଗ୍ରେସ ଓ ବାମଦଳର ଓଡିଶା ବନ୍ଦ, ଭୁବନେଶ୍ବରରେ ପହଁଞ୍ଚିଲେ ଅଳକା ଲାମ୍ବା

July 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
congress
ଛାତ୍ରୀ ମୃତ୍ୟୁ ନେଇ ଆସନ୍ତାକାଲି କଂଗ୍ରେସ ଓ ବାମଦଳର ଓଡିଶା ବନ୍ଦ, ଭୁବନେଶ୍ବରରେ ପହଁଞ୍ଚିଲେ ଅଳକା ଲାମ୍ବା

ଭୁବନେଶ୍ବର: ଆଜି ଭୁବନେଶ୍ବର ବିଜେଡି ଛାତ୍ରୀ ମୃତ୍ୟୁ ନେଇ ତୁମ୍ବି ତୋଫାନ କରିଥିବା ବେଳେ ଆସନ୍ତକାଲି ଓଡିଶା ବନ୍ଦ କରିବ ପ୍ରଦେଶ କଂଗ୍ରେସ। ଓଡିଶାରେ ବିଜେପି ସରକାର ଅମଳରେ ନାରୀ ନିର୍ଯ୍ୟାତନ ତଥା ବଳତ୍କାର ବୃଦ୍ଧି ପାଇବାରେ ଲାଗିଛି। ଯାହାର ଉଦାହରଣ ହେଲା ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀ ବିଶି। ମୃତ ଛାତ୍ରୀକୁ ନ୍ୟାୟ ପ୍ରଦାନ ଦାବୀରେ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ।

ଏହି ଡାକରାରେ ସାମିଲ ହେବା ପାଇଁ ଦିଲ୍ଲୀରୁ ଆସିଛନ୍ତି ଜାତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷ ଅଳକା ଲାମ୍ବା। ସେ ଭୁବନେଶ୍ବରରେ ପହଁଞ୍ଚିବା ପରେ ଆରମ୍ଭ କରିଛନ୍ତି ବୈଠକ। ଏହି ବନ୍ଦ ଡାକରା କିପରି ସଫଳ ହେବ ସେ ନେଇ ସଭାପତି ଭକ୍ତ ଦାସଙ୍କ ସହିତ ଲମ୍ବା ଆଲୋଚନା କରିଛନ୍ତି। ଦୀର୍ଘ ସମୟ ଧରି ସେ ବୈଠକ କରି ପୁରା ରଣନୀତି ତିଆରି କରିଛନ୍ତି। ତେବେ ଏହି ଓଡିଶା ବନ୍ଦରେ ବାମ ଦଳ ମଧ୍ୟ ସାମିଲ ହେବେ।

Congress ଅଳକା ଲାମ୍ବା କଂଗ୍ରେସ ବନ୍ଦ ଡାକରା ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ସୌମ୍ୟାଶ୍ରୀ ବିଶି
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର କଂଗ୍ରେସ ସଭାପତିଙ୍କ ଦୁଷ୍କର୍ମ ଅଭିଯୋଗ ଅନୁଧ୍ୟାନ ପାଇଁ କଂଗ୍ରେସ ଗଠନ କଲା କମିଟ, ସସ୍ମିତା ଅଧ୍ୟକ୍ଷା

July 21, 2025

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ: ପଡୋଶୀଙ୍କୁ ଉଠାଇନେଲା ପୋଲିସ

July 21, 2025

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତିରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ

July 21, 2025

ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ଏହି ଚୀନ୍ ଆପ୍!: ଖୁବ୍‌ଶୀଘ୍ର ହୋଇପାରେ ବ୍ୟାନ୍, ଯାଞ୍ଚ କରନ୍ତୁ ଆପଣଙ୍କ ଫୋନ୍‌

July 21, 2025
Latest News

ଛାତ୍ର କଂଗ୍ରେସ ସଭାପତିଙ୍କ ଦୁଷ୍କର୍ମ ଅଭିଯୋଗ ଅନୁଧ୍ୟାନ ପାଇଁ କଂଗ୍ରେସ ଗଠନ କଲା କମିଟ, ସସ୍ମିତା ଅଧ୍ୟକ୍ଷା

July 21, 2025

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ: ପଡୋଶୀଙ୍କୁ ଉଠାଇନେଲା ପୋଲିସ

July 21, 2025

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତିରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ

July 21, 2025

ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ଏହି ଚୀନ୍ ଆପ୍!: ଖୁବ୍‌ଶୀଘ୍ର ହୋଇପାରେ ବ୍ୟାନ୍, ଯାଞ୍ଚ କରନ୍ତୁ ଆପଣଙ୍କ ଫୋନ୍‌

July 21, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.