ନୂଆଦିଲ୍ଲୀ: ପାକିସ୍ତାନରେ ପରିସ୍ଥିତି ପୁଣି ଥରେ ଖରାପ ହେଉଥିବା ପରି ମନେ ହେଉଛି। ବଲୁଚ୍ ଲିବରେସନ୍ ଆର୍ମି ଦାବି କରିଛି ଯେ, କଲାତ ଏବଂ କ୍ୱେଟାରେ ୨୯ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। BLA ଏହା ମଧ୍ୟ କହିଛି ଯେ, ସେମାନେ ପାକିସ୍ତାନୀ ସେନା ବିରୁଦ୍ଧରେ ଯୁଦ୍ଧ ଜାରି ରଖିବେ। Balochistan
୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀDecember 21, 2025