ନୂଆଦିଲ୍ଲୀ: କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରେ ଖସିଯାଇଛି। ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଏହି ଦୁର୍ଘଟଣାରେ ବିମାନର ତିନୋଟି ଟାୟାର ଫାଟିଯାଇଛି। ଆଶ୍ୱସ୍ତିର କଥା ହେଉଛି ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। Air India Breaking News
Global Energy Leaders’ Summit 2025: ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଓଡିଶାରେ ଦେଢ ଲକ୍ଷ ସୂର୍ଯ୍ୟଘରDecember 6, 2025