ଭୁବନେଶ୍ଵର: ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଲଖନପୁର ବ୍ଲକର ୧୦ ଜଣ ବିଜେଡି ସମର୍ଥିତ ସରପଞ୍ଚ ସେମାନଙ୍କ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇଛନ୍ତି। ମିଶ୍ରଣ ପର୍ବରେ ମନ୍ତ୍ରୀ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ବିଭୂତି ଭୂଷଣ ଜେନା ପ୍ରମୁଖ ସେମାନଙ୍କୁ ବିଜେପିକୁ ସ୍ୱାଗତ କରିଥିଲେ। ବିଜେପି ଭୁବନେଶ୍ୱର ମିଶ୍ରଣ ପର୍ବ
ଓଡିଶା ନିଯୁକ୍ତି ମେଳା ୨୦୨୫: ତିନୋଟି ବିଭାଗରେ ୫୯୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀDecember 11, 2025