ଭୁବନେଶ୍ଵର: ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଲଖନପୁର ବ୍ଲକର ୧୦ ଜଣ ବିଜେଡି ସମର୍ଥିତ ସରପଞ୍ଚ ସେମାନଙ୍କ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇଛନ୍ତି। ମିଶ୍ରଣ ପର୍ବରେ ମନ୍ତ୍ରୀ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ବିଭୂତି ଭୂଷଣ ଜେନା ପ୍ରମୁଖ ସେମାନଙ୍କୁ ବିଜେପିକୁ ସ୍ୱାଗତ କରିଥିଲେ। ବିଜେପି ଭୁବନେଶ୍ୱର ମିଶ୍ରଣ ପର୍ବ
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ସଭାପତି ଏବଂ ପ୍ରଭାରୀ, ନଡ୍ଡାଙ୍କୁ କଲେ ସାକ୍ଷାତ, କାରଣ କଣ ???October 4, 2025