Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଠିତ ହେଲା ଭୁବନେଶ୍ବର ବିଭିନ୍ନ ବିଦ୍ୟାଳୟର ପୁରାତନ ଛାତ୍ର ମହାସଂଘ 
ଆଜିର ଖବର

ଗଠିତ ହେଲା ଭୁବନେଶ୍ବର ବିଭିନ୍ନ ବିଦ୍ୟାଳୟର ପୁରାତନ ଛାତ୍ର ମହାସଂଘ 

July 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
schools
ଗଠିତ ହେଲା ଭୁବନେଶ୍ବର ବିଭିନ୍ନ ବିଦ୍ୟାଳୟର ପୁରାତନ ଛାତ୍ର ମହାସଂଘ 

ଭୁବନେଶ୍ବର: ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ର କର୍ମକର୍ତ୍ତା ମାନଙ୍କୁ ନେଇ ଆଜି ଏକ ନମ୍ବର ସରକାରୀ ବିଦ୍ୟାଳୟ ଠାରେ ବରିଷ୍ଠ ଆଇନଜୀବୀ ଡଃ ମଧୁ ମାଧବ ଜେନାଙ୍କ ସଭାପତିତ୍ବରେ ଏକ ସଭା ଆୟୋଜିତ ହୋଇ ଭୁବନେଶ୍ଵର ବିଦ୍ୟାଳୟ ପୁରାତନ ଛାତ୍ର ମହାସଂଘ ଗଠିତ ହେଲା।

ପ୍ରକାଶ ଯୋଗ୍ୟ ଯେ ଓଡିଆ ମାଧ୍ୟମ ଶିକ୍ଷାନୁଷ୍ଠାନରେ ଶିକ୍ଷା ର ମାନ ବୃଦ୍ଧି,ଛାତ୍ର ଛାତ୍ରୀ ମାନଙ୍କୁ ବିଶୁଦ୍ଧ ପରିବେଶ ରେ ସ୍ଵାସ୍ଥ୍ୟକର ଖାଦ୍ୟ,ବିଶୁଦ୍ଧ ପାଣି,ବୈଷୟିକ ଜ୍ଞାନକୌଶଳ ଶିକ୍ଷା,ବିଭିନ୍ନ ଖେଳର ମାନ ବୃଦ୍ଧି ସାଙ୍ଗକୁ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଭିତରେ ସମ୍ପର୍କର ସୁଧାର ଆଣିବା ଏବଂ ବିଶେଷ କରି ପିତାମାତା ମାନେ ପିଲାଙ୍କୁ ବିଦ୍ୟାଳୟକୁ ପଠେଇ ନିଶ୍ଚିତ ରହିବ ବାତାବରଣ ସ୍ରୁଷ୍ଟି କରିବା ଏହାର ଉଦ୍ଦେଶ୍ୟ ବୋଲି ଶ୍ରୀ ଜେନା କହିଛନ୍ତି।

ଏହି ବୈଠକରେ ଆଜି ନିଷ୍ପତ୍ତି ହେଲା ଯେ ଆଗାମୀ ଦିନରେ ଭୁବନେଶ୍ଵର ଭିତର ଏବଂ ଆଖପାଖ ଅଞ୍ଚଳର ସମସ୍ତ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗ ସଂଘ ଗଠନ କରିବାକୁ ପ୍ରୟାସ କରାଯିବ।

ଆଜିର ଏହି ବୈଠକରେ ଏକ ନମ୍ବର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଶୀଳଭଦ୍ର ଶାସ୍ତ୍ରୀ,ଚିତରଞ୍ଜନ ବୈରିଶାଲ, ୟୁନିଟ୍-6 ବିଦ୍ୟାଳୟର ସୂର୍ଯ୍ୟନାରାୟଣ ଦାସ, ବରଗଡ଼ ବିଦ୍ୟାଳୟର ପ୍ରତାପ କୁମାର ଜେନା, ୟୁନିଟ୍- 9 ବିଦ୍ୟାଳୟର ଦେବାନନ୍ଦ ସାମଲ, ଅତିଶ ମହାନ୍ତି, ଭକ୍ତ ମଧୁ ବିଦ୍ୟାପୀଠର ରାଜେନ୍ଦ୍ର କୁମାର ସମର୍ଥ, ପାଞ୍ଚ ଗାଁ ବିଦ୍ୟାଳୟର ସତ୍ୟରଞ୍ଜନ ସେନାପତି, ରଘୁନାଥପୁର ବିଦ୍ୟାଳୟର ବିଜୟ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

schools
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

October 13, 2025

ପୁରୀ ଯିବା ରାସ୍ତାରେ ହଠାତ କାହିଁକି ଅଟକିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 13, 2025

ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ: ମୋଟରସାଇକେଲ ସମେତ ଦୁଇ ଅଟକ

October 13, 2025

ନୂଆପଡ଼ା ଉପନିର୍ବାଚନ: ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

October 13, 2025
Latest News

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

October 13, 2025

ପୁରୀ ଯିବା ରାସ୍ତାରେ ହଠାତ କାହିଁକି ଅଟକିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 13, 2025

ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ: ମୋଟରସାଇକେଲ ସମେତ ଦୁଇ ଅଟକ

October 13, 2025

ଏଆଇ ଜରିଆରେ ଭାରତରେ ପରିବର୍ତ୍ତନ

October 13, 2025

ନୂଆପଡ଼ା ଉପନିର୍ବାଚନ: ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

October 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.