Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାବୁଙ୍କ ନାମରେ ରହିଛି ୧୩ ଟି ପ୍ଲଟ, ୨ଟି ଫ୍ଲାଟ, ରାଜଧାନୀର ଦାମୀ ସ୍ଥାନରେ ରହିଛି ୨ ଟି ମଲ
ଆଜିର ଖବର

ବାବୁଙ୍କ ନାମରେ ରହିଛି ୧୩ ଟି ପ୍ଲଟ, ୨ଟି ଫ୍ଲାଟ, ରାଜଧାନୀର ଦାମୀ ସ୍ଥାନରେ ରହିଛି ୨ ଟି ମଲ

July 29, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାବୁଙ୍କ ନାମରେ
ବାବୁଙ୍କ ନାମରେ ରହିଛି ୧୩ ଟି ପ୍ଲଟ, ୨ଟି ଫ୍ଲାଟ, ରାଜଧାନୀର ଦାମୀ ସ୍ଥାନରେ ରହିଛି ୨ ଟି ମଲ

ଭୁବନେଶ୍ବର: ପୂର୍ତ୍ତ ବିଭାଗ,ଡିଭିଜନ-୩, ଭୁବନେଶ୍ୱରର ସହକାରୀ ଯନ୍ତ୍ରୀ ଶ୍ରୀ ରାଜ କିଶୋର ଜେନାଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଖାନତଲାସିରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୫୦୦ ବର୍ଗଫୁଟର ବହୁତଳ କୋଠା,କସମୋପଲିସରେ ୨ଟି ଫ୍ଲାଟ, ଭୁବନେଶ୍ୱର ଗାଲେରିଆ ଓ ସିମ୍ଫୋନି ମଲ୍ ରେ ୨ଟି ଦୋକାନ,୧୩ ଟି ପ୍ଲଟ ରହିଛି। ଏହି ପ୍ଲଟ ମଧ୍ୟରେ କେବଳ ୯ ଟି ଭୁବନେଶ୍ୱରରେ ଅଚି। ଏଥିସହିତ ଜମା ୫୦ ଲକ୍ଷ ଟଙ୍କା ଆଦି ମିଳିଛି।

ଆଜି ସକାଳୁ ପୁର୍ତ୍ତ ବିଭାଗର ଆର ଆଣ୍ଡ ବି ଡିଭିଜନ-୩ ର ସହକାରୀରାଜ କିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ତାଙ୍କର ଆୟ ବହିଃର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ୧୦ ଟି ସ୍ଥାନରେ ଚଢାଉ କରାଯାଇଥିଲେ। ଏହି ଚଢାଉରେ ୭ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର, ଜଣେ ଏସଆଇ, ୧୧ ଜଣ ଏଏସଆଇ ଏବଂ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।

ରାଜ କିଶୋର ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୮ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

April 8, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026
Latest News

ଆଜି ଏପ୍ରିଲ ୮ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

April 8, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.