Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୈତରଣୀ ନଦୀ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର କେତେ କ୍ଷତି?: ଜିଲ୍ଲାପାଳ କଲେ ପ୍ରାଥମିକ ଆକଳନ
ଆଜିର ଖବର

ବୈତରଣୀ ନଦୀ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର କେତେ କ୍ଷତି?: ଜିଲ୍ଲାପାଳ କଲେ ପ୍ରାଥମିକ ଆକଳନ

July 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ବନ୍ୟାରେ ୧ ଲକ୍ଷ ୮୮ ହଜାର ଲୋକ ପ୍ରଭାବିତ ହେବା ସହ ପ୍ରାୟ ୪୦ ଟି ପଞ୍ଚାୟତ କ୍ଷତି ଗ୍ରସ୍ତ ହୋଇ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ଆକଳନ କରାଯାଇଥିବା ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି। ଜିଲ୍ଲାର ଧାମନଗର ଭଣ୍ଡାରି ପୋଖରୀ ଚାନ୍ଦବାଲି ବ୍ଲକରେ ୨୯ ହଜାର ୩୦୬ ଜଣ ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।

ଏହି ବୈତରଣୀ ନଦୀ ବନ୍ୟାରେ ବହୁ ଚାଷଜମି ଜଳମଗ୍ନ ଥୂବାରୁ କ୍ଷୟ କ୍ଷତି ଆକଳନ ପାଇଁ କୃଷି ବିଭାଗ କୁ ନିର୍ଦ୍ଦେଶ ଦେବାସହ ରାସ୍ତା ଘାଟ ବାସଗୃହ ଆଦି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଅଧୂକାରୀ ମାନକୁ କହିଛନ୍ତି। ବୈତରଣୀ ନଦୀ ଜଳସ୍ତର କମି ଥିବାବେଳେ ଏବେ ବି ଜିଲ୍ଲାର ବହୁ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରି ଥୂବାରୁ ଲୋକ ମାନେ ଯାତାୟାତ ପାଇଁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଚାନ୍ଦବାଲି ବ୍ଲକ କଇଆଁ ଗୋଲା, ବୋଡକ, କୁଆଖୁଆ ଆଖଣ୍ଡଳମଣି ୨୦ ନମ୍ବର ଜାତୀୟ ରାଜପଥ ରେ ବନ୍ୟା ପାଣି ପଶି ଯିବାରୁ ଯାତାୟତରେ ବାଧାବିଘ୍ନ ହୋଇଛି।

ଏହାଛଡା ସୁନ୍ଦରପୁର ଆରଡ଼ି ନାନ୍ଦ ପୁର, ଓଳଗୋ, ଆଦି ପଞ୍ଚାୟତରେ ବନ୍ୟାଜଳ ସୃଷ୍ଟି ହୋଇଛି। ଜିଲ୍ଲାପାଳ ଶ୍ରୀ ରାଉତରାୟ କହିଛନ୍ତି ଯେ, କ୍ଷୟ କ୍ଷତି ରିପୋର୍ଟ ଆସିବା ପରେ ସରକାରଙ୍କୁ ଅବଗତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।

ଦିଲ୍ଲୀପ ରାଉତରାୟ ପ୍ରାଥମିକ ଆକଳନ ବନ୍ୟା ବୈତରଣୀ ନଦୀ ଭଦ୍ରକ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜେକ୍ସନ ନେଇ ଖେଳୁଛନ୍ତି ଏହି ଭାରତୀୟ ବୋଲର, ଗିଲଙ୍କ ସହ କଥା ହେଲା ବେଳେ ଭିଡ଼ିଓ ଭାଇରାଲ୍

August 4, 2025

ଅଗଷ୍ଟ ୧୫ ରୁ ମାତ୍ର ୧୫ ଟଙ୍କା ଖର୍ଚ୍ଚ କରି ପାର ହୋଇପାରିବେ ଟୋଲ୍ ପ୍ଲାଜା, କେବଳ କରିବାକୁ ପଡ଼ିବ ଏହି କାମ

August 4, 2025

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025
Latest News

ଇଞ୍ଜେକ୍ସନ ନେଇ ଖେଳୁଛନ୍ତି ଏହି ଭାରତୀୟ ବୋଲର, ଗିଲଙ୍କ ସହ କଥା ହେଲା ବେଳେ ଭିଡ଼ିଓ ଭାଇରାଲ୍

August 4, 2025

ଅଗଷ୍ଟ ୧୫ ରୁ ମାତ୍ର ୧୫ ଟଙ୍କା ଖର୍ଚ୍ଚ କରି ପାର ହୋଇପାରିବେ ଟୋଲ୍ ପ୍ଲାଜା, କେବଳ କରିବାକୁ ପଡ଼ିବ ଏହି କାମ

August 4, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.