Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ
ଆଜିର ଖବର

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ

August 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁରୀ ଭାଷା ଆମ ଅଂଚଳର ସ୍ୱତନ୍ତ୍ର ଭାଷା। ଏହି ଭାଷା ଏକ ସାଧାରଣ ଭାଷା। ସମ୍ବଲପୁରୀ ଭାଷାରେ ଲେଖିବା ଓ ପଢିବା ଉଚିତ। ମାତୃଭାଷା ମାଧ୍ୟମରେ ଯେଉଁ ଶିଶୁ ପାଠ ପଢିବ ସେଇ ଭାଷା ସେତେ ବଳିଷ୍ଠ ହେବ। ବିଲୁପ୍ତ ପ୍ରାୟ ହୋଇ ଯାଉଥିବା ସମ୍ବଲପୁରୀ ଭାଷାକୁ ବଞ୍ଚାଇ ରଖିବା ଆମର କାମ ବୋଲି ଆଜି “ସମ୍ବଲପୁରୀ ଦିନ୍‌” ଦିବସରେ ନିମନ୍ତ୍ରିତ ଅତିଥିମାନେ ପ୍ରକାଶ କରିଥିଲେ।

ସମ୍ବଲପୁରୀ ଲେଖକ ପରିଷଦ ଓ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସମ୍ବଲପୁରୀ ଦିନ୍‌ କାର୍ଯ୍ୟକ୍ରମ ରେ କଲେଜର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପରିଷଦ ର ସଭାପତି ଦେବାର୍ଚ୍ଚନ ଠାକୁର, ପୂର୍ବତନ ସଭାପତି ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ, ବି ଇ ଡି କଲେଜର ପୂର୍ବତନ
ଅଧ୍ଯକ୍ଷା ଡଃ ନିରୁପମା ବଡ ପଣ୍ଡା, ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡଃ ଶ୍ୟାମ ଭୋଇ, ଧମା କଲେଜର ଅଧ୍ୟକ୍ଷ ସିଦ୍ଧାର୍ଥ ପଣ୍ଡା, ପରିଷଦ ର ଉପ ସଭାପତି କାଳନ୍ଦୀ ପ୍ରସାଦ ସିଂ ପ୍ରମୁଖ ଯୋଗ ଦେଇ ସମ୍ବଲପୁରୀ ଭାଷା ହେଉଛି ଆମର ଭାଷା। ଏଇ ଭାଷାକୁ ବଞ୍ଚାଇ ରଖିବା ଆମମାନଙ୍କର କାମ।

ଆଜି ହେଉଛି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନ। ଗୁରୁ ସତ୍ୟ ନାରାୟଣ ବହିଦାର ହେଉଛନ୍ତି ସମ୍ବଲପୁରୀ ଭାଷାରେ ଲେଖୁଥିବା କବି। ତାଙ୍କର କବିତା ରେ ରହିଛି ମା ମାଟିର କଥା, ଖଟିଖିଆ ମଣିଷର କଥା ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଏଇ ଅବସରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। କୃତ୍ତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଆର. ପୁଷ୍ପାଞ୍ଜଳି ସଂଯୋଜନା କରିଥିଲେ।

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଗଣେଶ ପୂଜାରେ ମୁଖ୍ୟମନ୍ତ୍ରୀ ଓଡିଶା ଚାଷୀଙ୍କୁ ଦେବେ ୨୦୦୦ ଟଙ୍କା

August 27, 2025

ଓଡିଶା ଆସିବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ

August 27, 2025

ପ୍ରଭୃ ଶ୍ରୀଗଣେଶଙ୍କ ପ୍ରିୟ ଖାଦ୍ୟ କଣ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

August 27, 2025

ପ୍ରଭୃ ଶ୍ରୀଜଗନ୍ନାଥ ବର୍ଷକୁ ଥରେ କାହିଁକି ଗଜାନନ ବେଶ ଧାରଣ କରନ୍ତି

August 27, 2025
Latest News

ଆଜି ଗଣେଶ ପୂଜାରେ ମୁଖ୍ୟମନ୍ତ୍ରୀ ଓଡିଶା ଚାଷୀଙ୍କୁ ଦେବେ ୨୦୦୦ ଟଙ୍କା

August 27, 2025

ଓଡିଶା ଆସିବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ

August 27, 2025

ମାରୁତି ସୁଜୁକିର ପ୍ରଥମ ଭାରତ ନିର୍ମିତ ଇଲେକ୍ଟ୍ରିକ୍ ଯାନ ‘ଇ-ଭିଟାରା’କୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

August 27, 2025

ପ୍ରଭୃ ଶ୍ରୀଗଣେଶଙ୍କ ପ୍ରିୟ ଖାଦ୍ୟ କଣ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

August 27, 2025

ପ୍ରଭୃ ଶ୍ରୀଜଗନ୍ନାଥ ବର୍ଷକୁ ଥରେ କାହିଁକି ଗଜାନନ ବେଶ ଧାରଣ କରନ୍ତି

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.