Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଫୋର୍‌-ଜି ସେବା ପହଞ୍ଚାଇବାକୁ 5800 ଟାୱାର୍‌ ସ୍ଥାପନ କଲା ବିଏସଏନଏଲ
ଆଜିର ଖବର

ଓଡ଼ିଶାରେ ଫୋର୍‌-ଜି ସେବା ପହଞ୍ଚାଇବାକୁ 5800 ଟାୱାର୍‌ ସ୍ଥାପନ କଲା ବିଏସଏନଏଲ

August 2, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ରାୟତ୍ତ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ବିଏସଏନଏଲ ଓଡିଶାର କୋଣ ଅନୁକୋଣରେ ଆତ୍ମନିର୍ଭର ଭାରତ ପ୍ରକଳ୍ପ ଅଧୀନରେ ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଫୋର୍‌-ଜି ସେବାକୁ ପହଞ୍ଚେଇବା ପାଇଁ  5800ଟି ଟାୱାର ସ୍ଥାପନ କରିଛି। ଏଥିମଧ୍ୟରୁ  5200ଟି ଟାୱାର ସମ୍ପୂର୍ଣ୍ଣ  କାର୍ଯ୍ୟକ୍ଷମ ହୋଇଛି । ବର୍ତ୍ତମାନ ସୁଦ୍ଧା 10,000 ବିଟିଏସ ଏହି ଟାୱାର ଜରିଆରେ କାର୍ଯ୍ୟରତ ଅଛି।

ଓଡିଶାର  ସମସ୍ତ ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏହି ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଫୋର୍‌-ଜି ସେବାର ଅନୁଭୂତି ନେବାକୁ ବିଏସଏନଏଲ ଆଣିଛି ଅପୂର୍ବ ସୁଯୋଗ। ଏହି ଯୋଜନାରେ ଯେକୌଣସି ମୋବାଇଲ ଉପଭୋକ୍ତା କେବଳ 1 ଟଙ୍କା ଦେଇ ବିଏସଏନଏଲ ଫୋର୍‌ ଜି ସିମ୍ ସହ 30 ଦିନ ପାଇଁ ଅସୀମିତ ଭଏସ୍‌ କଲ୍ କରିବା ସହ ଦୈନିକ 2ଜିବି ଡାଟା ଓ 100 ଏସଏମଏସ ସୁବିଧା ପାଇବେ।

ଅନ୍ୟ ନେଟୱର୍କର ଉପଭୋକ୍ତା କେବଳ 1ଟଙ୍କା ଦେଇ ଏମଏନପି ଜରିଆରେ ବିଏସଏନଏଲ ଯୋଗଦେଇ ଏହି ସୁବିଧା ପାଇ ପାରିବେ।

ଏହି ସିମ୍ ପାଇବା ପାଇଁ ନିଜ ପରିଚୟ ପତ୍ର ସହ ନିକଟସ୍ଥ ବିଏସଏନଏଲ ଗ୍ରାହକ ସେବା କେନ୍ଦ୍ର ଅଥବା ରିଟେଲର୍‌ ସହ ଯୋଗାଯୋଗ କରନ୍ତୁ। ଏହି ସୁବିଧା 01-08-2025 ରୁ 31-08-2025 ପର୍ଯ୍ୟନ୍ତ ଉପଲବ୍ଧ।

ବିଏସଏନଏଲ ଓଡିଶାର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ବେହେରା, ଏହି ସୁବିଧାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ଅନୁରୋଧ କରିଛନ୍ତି।

BSNL 4G ବିଏସଏନଏଲ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.