Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାକ୍ଷୀ ପୂର୍ଣ୍ଣିମା, ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା
ଆଜିର ଖବର

ଆଜି ରାକ୍ଷୀ ପୂର୍ଣ୍ଣିମା, ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା

August 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଚଳିତ ବର୍ଷର ରାକ୍ଷୀ ପୂର୍ଣ୍ଣିମା ଆଜି ଅର୍ଥାତ ଅଗଷ୍ଟ ୧୯ ତାରିଖରେ ପାଳନ କରାଯାଉଛି। ସାଧାରଣତଃ ଶ୍ରାବଣ ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ଏକ ପରଂପରା ରହିଛି ଆଜି ଭାଇ ହାତରେ ଭଉଣି ରାକ୍ଷୀ ବନ୍ଧିଲେ ତାହାର ସବୁବେଳେ ମଙ୍ଗଳ ହୋଇଥାଏ। ସେଥିପାଇଁ ଏହାକୁ ରାକ୍ଷୀ ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ତେବେ ଏହି ରାକ୍ଷୀ ପୂର୍ଣ୍ଣିମାରେ କେତେକ ବିଷୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସେଗୁଡିକ ହେଲା

୧- ଭାଇ ହାତରେ କେବେ ବି କଳା ରଂଗର ରାଖି ବାନ୍ଧନ୍ତୁ ନାହିଁ। କାରଣ କଳା ରଂଗ ଭାଇ ଭଉଣୀ ସଂପର୍କ ଭିତରେ ବାଧା ସୃଷ୍ଟି କରିଥାଏ।

୨- କେବେ ବି ଭଦ୍ରା କାଳରେ ରାଖି ବାନ୍ଧନ୍ତୁ ନାହିଁ। ଭଦ୍ରାକାଳରେ ରାହୁଙ୍କର ଆଧିପତ୍ୟ ବେଶୀ ମାତ୍ରାରେ ରହିଥାଏ। ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଭଦ୍ରାର ଛାୟା ରହିବ, ଯାହାର ସମାପ୍ତ ୧ଟା ୨୯ ମିନିଟରେ ହେବ। ଏହି ଭଦ୍ରାକାଳରେ ସାଧାରଣ ଭାବେ ରାକ୍ଷୀ ବାନ୍ଧିବାକୁ ବାରଣ କରାଯାଏ।

୩- ଏହା ମଧ୍ୟ ଧ୍ୟାନ ଦିଅନ୍ତୁ ଯେ, ରାଖି ପୂର୍ଣ୍ଣିମା ଦିନ ଭାଇ ମୁଣ୍ଡରେ ତିଳକ ଲଗାଇବା ବେଳେ ତାହା ସିଧା ତଥା ଗାଢ ହେବାର ଆବଶ୍ୟକ ରହିଛି। ଟିକାଟି ଝପସା ବା ଛାଡିଛାଡି ରହିଲେ ତାହା ଜ୍ୟୋତିଷ ଶାସ୍ତ୍ରରେ ଠିକ ହୋଇ ନ ଥାଏ।

୪- ଭାଇମାନେ ଧ୍ୟାନ ରଖିବା ଉଚିତ ଯେ, ରାଖି ବାନ୍ଧିବା ପରେ ଭଉଣୀଙ୍କୁ ସେହିଠାରେ କିଛି ବି ମୁଦ୍ରା ଉପହାର ଦେବା ଉଚିତ୍। ପରବର୍ତ୍ତି ସମୟରେ କଣ ଦେବେ ତାହା ଭିନ୍ନ କଥା। ହେଲେ ପୂଜା ସମୟରେ ଟଙ୍କିଆ ମୁଦ୍ରାଟିଏ ହେଉ ପଛେ ସେହି ଥାଳିରେ ରଖିବା ଉଚିତ।

୫- ରାଖୀ ବନ୍ଧନ ପୂର୍ବରୁ ଉଭୟ ଭାଇ ଓ ଭଉଣୀ ଉପବାସ ରହିବା ଉଚିତ। ପୂଜାକାମ ସରିବା ପରେ ଉଭୟ ଯାହାକିଛି ସେବ କରିପାରିବେ। ତେବେ ସେଦିନ ଅମିଷ ସେବନ ସଂପୂର୍ଣ୍ଣ ନିଷେଧ ରହିଛି।

ରାକ୍ଷୀ ପୂର୍ଣ୍ଣିମା ରାଖୀ ପୂର୍ଣ୍ଣିମା ଶ୍ରାବଣ ପୂର୍ଣ୍ଣିମା ସାବଧାନତା
Share. Facebook Twitter LinkedIn Email WhatsApp Copy Link

Related Posts

କିଏ ଜିତିବ ଏସିଆ କପ୍?: ୱାସିମ ଆକ୍ରମଙ୍କ ଭବିଷ୍ୟବାଣୀ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

September 28, 2025

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

September 28, 2025

ରାମସାର ସାଇଟ ତାଲିକାରେ ବିହାରର ଗୋକୁଳ ଜଳାଶୟ ଓ ଉଦୟପୁର ହ୍ରଦ: ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

September 28, 2025

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

September 28, 2025
Latest News

କିଏ ଜିତିବ ଏସିଆ କପ୍?: ୱାସିମ ଆକ୍ରମଙ୍କ ଭବିଷ୍ୟବାଣୀ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

September 28, 2025

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

September 28, 2025

ରାମସାର ସାଇଟ ତାଲିକାରେ ବିହାରର ଗୋକୁଳ ଜଳାଶୟ ଓ ଉଦୟପୁର ହ୍ରଦ: ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

September 28, 2025

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

September 28, 2025

ଭାରତ ପାଇଁ ନିରାଶାଜନକ ଖବର: ନିଶ୍ଚିତ ଭାବରେ ଖୁସି ହେବେ ଚୀନ୍ ଏବଂ ପାକିସ୍ତାନ

September 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.