Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ଯୁବ କବି ସମ୍ମିଳନୀ -୨୦୨୫
ଆଜିର ଖବର

ଓଡ଼ିଆ ଯୁବ କବି ସମ୍ମିଳନୀ -୨୦୨୫

August 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶା ରାଜ୍ୟ ସଂସ୍କୃତି, ଭାଷା, ସାହିତ୍ୟ ର ଅବିହିତ ନୂଆ ପ୍ରେରଣା ଦାୟୀ ପ୍ରୟାସ ଓଡ଼ିଆ ଯୁବକ ମାନଙ୍କ ମଧ୍ୟରେ ନୂତନତ୍ୱର ଏକ କବିତା ଶବ୍ଦ ଗୁଞ୍ଜନ ର ସମ୍ବାର ନେଇ ସୃଷ୍ଟି ଓଡ଼ିଆ ଯୁବ କବି ସମ୍ମିଳନୀ-୨୦୨୫, ପ୍ରୋଜେଟ ପଏଣ୍ଟ ଓଡିଶା ଦ୍ୱରା ଆୟୋଜିତ ହୋଇଛି।

ପ୍ରାଥମିକ ସ୍ତରରେ ଆଗନ୍ତୁକ ଯୁବକବି ମାନଙ୍କ କବିତା ପାଠ ପରେ ପରେ ଭାରତ ଯୁବ ଶକ୍ତି ସମ୍ମାନ, ଆଦିତ୍ୟ ସେବା ସମ୍ମାନ ପ୍ରଦାନ ସହିତ ରାଜ୍ୟର ପ୍ରତ୍ୟକ ଜିଲ୍ଲାରୁ ଯୁବ କବି ମାନଙ୍କୁ ମୁଖ୍ୟ ଅତିଥି ବିଧାୟକ ବାବୁ ସିଂ ସମ୍ମାନିତ କରିଥିଲେ। ସମ୍ମାନିତ ଅତିଥି ଜଗନ୍ନାଥ ପ୍ରଧାନ, ମୁଖ୍ୟ ବକ୍ତା କବି ନିହାର ରଞ୍ଜନ ଦାଶ, କବି ରାକେଶ କୁମାର ପଣ୍ଡା, ସତ୍ୟପ୍ରକାଶ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ପ୍ରୋଜେକ୍ଟ ପଏଣ୍ଟ ର ଅଧ୍ୟକ୍ଷ ଡ. ସଂଗ୍ରାମ କେଶରୀ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଡା. ଇପ୍ସିତା ଷଡ଼ଙ୍ଗୀ ଯୁବ କବି ସମ୍ମିଳନୀ କୁ ପରିଚାଳନା କରି ଥିବା ବେଳେ ଶ୍ରୀଯୁକ୍ତ ପ୍ରସନ୍ନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ଭାରତୀୟ ସଂସ୍କୃତି ବିଭାଗ, ଓଡିଶା ସାହିତ୍ୟ ଏକାଡେମୀ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପ୍ରୋଜେକ୍ଟ ପଏଣ୍ଟ ର ମିଳିତ ପ୍ରଚେଷ୍ଟା ରେ ଓଡିଶା ଯୁବକବି ସମ୍ମିଳନୀ-୨୦୨୫ ଏକ ସ୍ୱତନ୍ଦ୍ର ପରିଚୟ ସୃଷ୍ଟି କରିଛି। କବିତ୍ବର ପାଣ୍ଡିତ୍ୟ ରେ ଯୁବକ ସମାଜ ପ୍ରତି ଏକ ଆହ୍ୱାନ ଏବଂ ସମାଜର ପରିବର୍ତନ ପାଇଁ ଯୁଗାନ୍ତ କାରି ଛାପ ସୃଷ୍ଟି କରାଇବା ପାଇଁ ପ୍ରୟାସ ଏହି ଯୁବ କବି ସମ୍ମିଳନୀ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଂଶୀଧର ଷଡ଼ଙ୍ଗୀ, ସମ୍ମାନିତଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ସର୍ବଶ୍ରୀ ମନ୍ମଥ ରାଉତରାୟ, ଅର୍ଜୁନ ପ୍ରଧାନ, ସମାଜସେବୀ ରାମକୃଷ୍ଣ ମହାନ୍ତି, ସେକ ଗୁଲଜାର ହୁସେନ, ମୁଖ୍ୟ ବକ୍ତା ଭାବେ ଅଭୟ ନାୟକ ଉପସ୍ଥିତ ରହି କୃତିତ୍ୱ ଅର୍ଜନ କରି ଥିବା ଯୁବ କବି ମାନଙ୍କୁ ସମ୍ମାନିତ କରିଥିଲେ। ଡ଼. ଇପ୍ସିତା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରୋଜେକ୍ଟ ପଏଣ୍ଟ ର କର୍ମକର୍ତ୍ତା ବିକ୍ରମ, ନିରଞ୍ଜନ, ରାଜଶ୍ରୀ, ପ୍ରତ୍ୟାଶା, ସୂର୍ଯ୍ୟ, ଅଦିତି, ମନୋଜ, ସତ୍ୟ, ଦୀପକ ପ୍ରଭୁତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.