Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି କର୍ଣ୍ଣାଟକ ଆସ୍ଥା ଭୋଟ୍‌ : ବିଦ୍ରୋହୀ ବିଧାୟକଙ୍କ ନିଲମ୍ବନ ପରେ ସଂଖ୍ୟା ଗଣିତରେ ବିଜେପି ଆଗୁଆ
ଆଜିର ଖବର

ଆଜି କର୍ଣ୍ଣାଟକ ଆସ୍ଥା ଭୋଟ୍‌ : ବିଦ୍ରୋହୀ ବିଧାୟକଙ୍କ ନିଲମ୍ବନ ପରେ ସଂଖ୍ୟା ଗଣିତରେ ବିଜେପି ଆଗୁଆ

July 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
yediyurappa takes oath as a cm for karnatak
yediyurappa takes oath as a cm for karnatak

ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ବି ଏସ୍‌ ୟେଦ୍ୟୁରପ୍ପା । ଗତକାଲି 14 ବିଦ୍ରୋହୀ ବିଧାୟକଙ୍କୁ ବରଖାସ୍ତ କରାଯିବା ପରେ ସଂଖ୍ୟାଗଣିତରେ ଆଗୁଆ ରହିଛି ବିଜେପି ।  ସମୁଦାୟ ଅଯୋଗ୍ୟ ଘୋଷିତ ବିଦାୟକଙ୍କ ସଂଖ୍ୟା 17ରେ ପହଞ୍ଚିଛି । 17 ବିଧାୟକଙ୍କ ବିନା ବର୍ତ୍ତମାନ କର୍ଣ୍ଣାଟକ ବିଧାନସଭା ବିଧାୟକଙ୍କ ସଂଖ୍ୟା 208ରେ ପହଞ୍ଚିଛି । ଏହା ଫଳରେ ସଂଖ୍ୟ ଗରିଷ୍ଠତା ନିମନ୍ତେ ବିଜେପିକୁ 105 ବିଧାୟକ ଆବଶ୍ୟକ ଯାହାକି ବିଜେପି ନିକଟରେ ଉପଲବ୍ଧ ଅଛି । ଏହା ବ୍ୟତିତ ଜନୈକ ସ୍ବାଧୀନ ବିଧାୟକ ମଧ୍ୟ ବିଜେପିକୁ ନିଜ ସମର୍ଥନ ଦେଇଛନ୍ତି । ଯାହାଫଳରେ ଆସ୍ଥା ଭୋଟରେ ବିଜେପି ସହଜରେ ବିଜୟୀ ହେବାକୁ ଯାଉଛି । ସେହିପରି ଆଜି କଂଗ୍ରେସ ପକ୍ଷରୁ ଏହାର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହେବ । ସରକାର ଭାଙ୍ଗିବା ପରଠାରୁ ଉଭୟ ଜେଡିଏସ୍‌ ଏବଂ ବିଜେପି ଦୁଇ ଥର ଲେଖାଏଁ ବିଧାୟକ ଦଳ ବୈଠକ ଡାକିଥିବା ବେଳେ କଂଗ୍ରେସ ପକ୍ଷରୁ ଆଜି ପ୍ରଥମ ବୈଠକ ବସିବାକୁ ଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ନାମିବିୟା ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଫିଟନେସ୍ ସମ୍ବନ୍ଧୀୟ ଚିନ୍ତା: ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସମ୍ଭବ

February 12, 2026

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026
Latest News

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026

ନାମିବିୟା ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଫିଟନେସ୍ ସମ୍ବନ୍ଧୀୟ ଚିନ୍ତା: ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସମ୍ଭବ

February 12, 2026

Modi Meets Rolls-Royce CEO: ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ କଲେ ରୋଲ୍ସ-ରଏସ୍ କଂପାନୀ ସିଇଓ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.