Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଂସ ନିଷେଧ ମାମଲାରେ ମହାରାଷ୍ଟ୍ରରେ ହଙ୍ଗାମା: କଡ଼ା ଆକ୍ରମଣ କଲେ ରାଜ ଠାକରେ
ଆଜିର ଖବର

ମାଂସ ନିଷେଧ ମାମଲାରେ ମହାରାଷ୍ଟ୍ରରେ ହଙ୍ଗାମା: କଡ଼ା ଆକ୍ରମଣ କଲେ ରାଜ ଠାକରେ

August 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମାଂସ ନିଷେଧ ସମ୍ପର୍କରେ ମହାରାଷ୍ଟ୍ରର କଲ୍ୟାଣ ଡୋମ୍ବିଭଲି ନଗର ନିଗମ (KDMC) ର ନିର୍ଦ୍ଦେଶକୁ ନେଇ ମହାରାଷ୍ଟ୍ରରେ ହଙ୍ଗାମା ଚାଲିଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଅଗଷ୍ଟ ୧୫ ତାରିଖରେ ଚିକେନ୍ ଏବଂ ମଟନ୍ ଦୋକାନ ବନ୍ଦ ରହିବ। ବିରୋଧୀଙ୍କ ସହିତ, ମହାରାଷ୍ଟ୍ର ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଏହାକୁ ଅନାବଶ୍ୟକ ବୋଲି କହିଛନ୍ତି। ଏହି ସମୟରେ ଆଜି ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ସଭାପତି ରାଜ ଠାକରେ ଏକ କଡ଼ା ପ୍ରତିକ୍ରିୟା ଦେଇଛନ୍ତି।

ରାଜ ଠାକରେ କହିଛନ୍ତି ଯେ, “ଭେଜ୍-ନନ୍ଭେଜ୍ ଉପରେ ବିବାଦ ଭୁଲ। ଆମେ କ’ଣ ଖାଇବା ଉଚିତ ଏବଂ କ’ଣ ନୁହେଁ ତାହା କହିବାର ସରକାର କିଏ?”

KDMC ୧୯୮୮ ର ନିର୍ଦ୍ଦେଶକୁ ଉଦ୍ଧୃତ କରି କହିଛି ଯେ, ଏହି ନିଷେଧ ମଟନ୍ ଏବଂ ଚିକେନ୍ ବିକ୍ରୟ ଉପରେ ଏହାର ବ୍ୟବହାର ଉପରେ ନୁହେଁ। ଅନ୍ୟପଟେ ହିନ୍ଦୁ ଖଟିକ୍ ସମାଜ ଓ ଚିକେନ୍ ଏବଂ ମଟନ୍ ବ୍ୟବସାୟୀ ସଂଘ ଏ ସମ୍ପର୍କରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି।

Breaking News Independence Day Independence Day 2025 Maharashtra News MEAT BAN Raj Thackeray
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପରେ ଖେଳିବେ କି ନାହିଁ?: BCCIକୁ କହିଲେ ଜସପ୍ରିତ ବୁମରାହ

August 17, 2025

ଛତ୍ରପୁର ଥାନା ଅଧିକାରୀ ନିଲମ୍ବିତ

August 17, 2025

ଧାର୍ଯ୍ୟ ହେଲା ଲଗ୍ନ: ଜାଣନ୍ତୁ କେବେ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

August 17, 2025

ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ସ୍ଥିର ହେଲା ନୂଆଁଖାଇ ନଗ୍ନ

August 17, 2025
Latest News

ଏସିଆ କପରେ ଖେଳିବେ କି ନାହିଁ?: BCCIକୁ କହିଲେ ଜସପ୍ରିତ ବୁମରାହ

August 17, 2025

ଛତ୍ରପୁର ଥାନା ଅଧିକାରୀ ନିଲମ୍ବିତ

August 17, 2025

ଚାଷୀଙ୍କ ପାଇଁ ବରଗଡରେ ବିରାଟ ସମାବେଶ କରିବ ବିଜେଡି, ନବୀନ ଯିବେ କି ?

August 17, 2025

ଧାର୍ଯ୍ୟ ହେଲା ଲଗ୍ନ: ଜାଣନ୍ତୁ କେବେ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

August 17, 2025

ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ସ୍ଥିର ହେଲା ନୂଆଁଖାଇ ନଗ୍ନ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.