Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସୁଛି ଆଉ ଏକ ଲଘୁଚାପ: ଅରେଞ୍ଜ ୱାର୍ଣ୍ଣିଂ ଜାରି
ଆଜିର ଖବର

ଆସୁଛି ଆଉ ଏକ ଲଘୁଚାପ: ଅରେଞ୍ଜ ୱାର୍ଣ୍ଣିଂ ଜାରି

August 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
LowPRESSURE
ଆସୁଛି ଆଉ ଏକ ଲଘୁଚାପ: ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଆସନ୍ତା ୧୮ ତାରିଖ କିମ୍ବା ୧୯ ତାରିଖ ବେଳକୁ ପୁଣି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡିରେ ବର୍ଷା ସମ୍ଭାବନା ରହିଛି।

ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ହେବ। ୧୮ ତାରିଖରୁ ୨୦ ତାରିଖ ଯାଏଁ ସମୁଦ୍ର ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ବଙ୍ଗୋପସାଗର ଲଘୁଚାପ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ବିଜେଡି ସଭାପତି ନେଇ କେଁ.. ଚର୍ଚ୍ଚାରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ

September 8, 2025

ପ୍ରଦେଶ କଂଗ୍ରେସର ସାମାଜିକ ଗଣମାଧ୍ୟମ ଟିମ୍ ଗଠିତ

September 8, 2025

ଏଲୋନ ମସ୍କଙ୍କ ଷ୍ଟାରଲିଙ୍କ୍ କଂପାନୀ ଭାରତରେ ଆରମ୍ଭ କଲା ଭିତ୍ତିଭୂମି କାମ

September 8, 2025

୨୦୦୦୦୦ ଗଣେଶ ମୂର୍ତ୍ତି ହେଲାଣି ବିସର୍ଜନ, ସଫା ପାଇଁ ୧୫୦୦୦ କର୍ମଚାରୀ ନିୟୋଜିତ, ୩୫ କୋଟି ଟଙ୍କାରେ ନିଲାମ ହେଲା ଲଡୁ

September 8, 2025
Latest News

ଖୋର୍ଦ୍ଧା ବିଜେଡି ସଭାପତି ନେଇ କେଁ.. ଚର୍ଚ୍ଚାରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ

September 8, 2025

ପ୍ରଦେଶ କଂଗ୍ରେସର ସାମାଜିକ ଗଣମାଧ୍ୟମ ଟିମ୍ ଗଠିତ

September 8, 2025

ଏଲୋନ ମସ୍କଙ୍କ ଷ୍ଟାରଲିଙ୍କ୍ କଂପାନୀ ଭାରତରେ ଆରମ୍ଭ କଲା ଭିତ୍ତିଭୂମି କାମ

September 8, 2025

୨୦୦୦୦୦ ଗଣେଶ ମୂର୍ତ୍ତି ହେଲାଣି ବିସର୍ଜନ, ସଫା ପାଇଁ ୧୫୦୦୦ କର୍ମଚାରୀ ନିୟୋଜିତ, ୩୫ କୋଟି ଟଙ୍କାରେ ନିଲାମ ହେଲା ଲଡୁ

September 8, 2025

ରାଶିଫଳ: ସେପ୍ଟେମ୍ବର ୮ ତାରିଖ ସୋମବାରରେ ପାଞ୍ଚୋଟି ରାଶି ଉପରେ ଖରାପ ଦଶା

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.