Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ପୁଟିନ୍ ନେଲେ ବଡ଼ ନିଷ୍ପତ୍ତି, ଭାରତକୁ ଦେଲେ ଦମଦାର ଅଫର
ଆଜିର ଖବର

ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ପୁଟିନ୍ ନେଲେ ବଡ଼ ନିଷ୍ପତ୍ତି, ଭାରତକୁ ଦେଲେ ଦମଦାର ଅଫର

August 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁଟିନ ପ୍ରଧାନମନ୍ତ୍ରୀ ମୋଦି
ପୁଟିନଙ୍କ ଭାରତ ଗସ୍ତ!: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ, ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା?

ନୂଆଦିଲ୍ଲୀ: ରୁଷୀୟ ତେଲ କିଣିବା ପାଇଁ ଭାରତ ଉପରେ କ୍ଷୁବ୍ଧ ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୫% ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ତଥାପି ଭାରତ ତା’ର ଆବଶ୍ୟକତା ଅନୁସାରେ ରୁଷୀୟ ତେଲ କ୍ରୟ କରିଚାଲିଛି। ଏହି ସମୟରେ ରୁଷ ଏକ ବଡ଼ ନିଷ୍ପତ୍ତି ନେଇଛି ଏବଂ ଭାରତକୁ ତେଲ କ୍ରୟ ଉପରେ ୫% ରିହାତି ଦେବାକୁ ନିଷ୍ପତ୍ତି ନେଇଛି।

ଭାରତରେ ରୁଷୀୟ ଉପ ବାଣିଜ୍ୟ ପ୍ରତିନିଧି ଏଭଗେନି ଗ୍ରୀଭା କହିଛନ୍ତି ଯେ, ‘ଭାରତର ରୁଷୀୟ ଅଶୋଧିତ ତେଲ କ୍ରୟ ଉପରେ ୫% ରିହାତି ରହିବ, ଯାହା ଆଲୋଚନା ଆଧାରରେ ନିଷ୍ପତ୍ତି ନିଆଯିବ।’ ଗ୍ରୀଭା ଆହୁରି କହିଛନ୍ତି ଯେ, ରାଜନୈତିକ ପରିସ୍ଥିତି ସତ୍ତ୍ୱେ, ଭାରତ ପ୍ରାୟ ସମାନ ସ୍ତରର ତେଲ ଆମଦାନୀ ଜାରି ରଖିବ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ରିହାତି ଏକ ବାଣିଜ୍ୟିକ ଗୁପ୍ତ କଥା। ସାଧାରଣତଃ ଏହା ବ୍ୟବସାୟୀଙ୍କ ମଧ୍ୟରେ ଆଲୋଚନା ଉପରେ ଆଧାରିତ ଏବଂ ପ୍ରାୟ ୫% ରହିବ।

Breaking News india narendramodi putin russia
Share. Facebook Twitter LinkedIn Email WhatsApp Copy Link

Related Posts

ଲୀଳାକ୍ଷେତ୍ରକୁ ଗଲା ମା’ ଭଗବତୀଙ୍କ ଆଜ୍ଞାମାଳ, ତିନିଦିନ ହେବ ଶ୍ରୀଜଗନ୍ନାଥ ମହୋତ୍ସବ

December 12, 2025

ଓଡ଼ିଶାରେ 4ହଜାର କୋଟିରୁ ଅଧିକ ବ୍ୟୟରେ 2ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବ: କେନ୍ଦ୍ର ମନ୍ତ୍ରୀ

December 12, 2025

ତାମିଲନାଡୁ ସରକାର ସନାତନ ବିରୋଧୀ: ଅନୁରାଗ ଠାକୁର

December 12, 2025

ଏଆଇସି-ସୋଆ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାଂଚଳ ଓଡ଼ିଶା ଏଆଇ ସିମ୍ପୋସିୟମ୍ ୨୦୨୫ ଆୟୋଜିତ

December 12, 2025
Latest News

ଲୀଳାକ୍ଷେତ୍ରକୁ ଗଲା ମା’ ଭଗବତୀଙ୍କ ଆଜ୍ଞାମାଳ, ତିନିଦିନ ହେବ ଶ୍ରୀଜଗନ୍ନାଥ ମହୋତ୍ସବ

December 12, 2025

ଓଡ଼ିଶାରେ 4ହଜାର କୋଟିରୁ ଅଧିକ ବ୍ୟୟରେ 2ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବ: କେନ୍ଦ୍ର ମନ୍ତ୍ରୀ

December 12, 2025

ତାମିଲନାଡୁ ସରକାର ସନାତନ ବିରୋଧୀ: ଅନୁରାଗ ଠାକୁର

December 12, 2025

ଏଆଇସି-ସୋଆ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାଂଚଳ ଓଡ଼ିଶା ଏଆଇ ସିମ୍ପୋସିୟମ୍ ୨୦୨୫ ଆୟୋଜିତ

December 12, 2025

ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ

December 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.