Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରାଜିଲ୍‌ ଜେଲ୍‌ରେ ହିଂସାକାଣ୍ଡ : 57 କଏଦୀ ମୃତ
ଆଜିର ଖବର

ବ୍ରାଜିଲ୍‌ ଜେଲ୍‌ରେ ହିଂସାକାଣ୍ଡ : 57 କଏଦୀ ମୃତ

July 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Eleven killed in a shooting in a bar in brazil
Eleven killed in a shooting in a bar in brazil

ବ୍ରାଜିଲ୍‌ର ଏକ ଜେଲ୍‌ରେ ହିଂସାକାଣ୍ଡ ଘଟିଛି । ଏହି ଦଙ୍ଗାରେ ଅନ୍ୟୁନ 57 ଜଣ କଏଦୀ ପ୍ରାଣ ହରାଇଛନ୍ତି । ଏହି ମଉକାରେ ଅନ୍ୟ 16 ଜଣ କଏଦୀ ମଧ୍ୟ ପଳାୟନ କରିବାରେ ସକ୍ଷମ ହୋଇନାହାନ୍ତି । ସୋମବାର ସନ୍ଧ୍ୟାରେ ଜେଲ୍‌ରେ କିଛି କଏଦୀ ପରସ୍ପରକୁ ଆକ୍ରମଣ କରିବା ପରେ ଜେଲ୍‌ରେ ଦଙ୍ଗା ଆରମ୍ଭ ହୋଇଥିଲା । ରିଓ ଡି ଜେନେରିଓର ଅବସ୍ଥିତ କମାଣ୍ଡୋ ଭର୍ମେଲୋ ନାମକ ଏହି ଜେଲ୍‌ରେ ଏହି ଦଙ୍ଗା ଘଟିଛି । ଦଙ୍ଗା ସମୟରେ ଜେଲ୍‌ର ନିଆଁ ମଧ୍ୟ ଲଗାଇ ଦିଆଯାଇଥିଲା । 6 ଘଣ୍ଟା ପରେ ଜେଲ୍‌ କର୍ମଚାରୀ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । କଏଦୀ ମାନଙ୍କୁ ଅନ୍ୟ ଏକ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାନୁୟାରୀ ୨୩ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

January 23, 2026

ଚର୍ମ ତତ୍ୱାବଧାନକୁ ନେଇ ସୋଆ ଏସପିଏସ ପକ୍ଷରୁ ଆର୍ନ୍ତଜାତିକ ସମ୍ମିଳନୀ ଆୟୋଜିତ

January 22, 2026

ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ “ଶତବାର୍ଷିକୀ ସମାରୋହ-୨୦୨୬” କୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଖଲ୍ଲିକୋଟ ଷ୍ଟେସନରେ ବିଶାଖା ଏବଂ ଫଲକନୁମା ଏକ୍ସପ୍ରେସର ପରୀକ୍ଷାମୂଳକ ରହଣି

January 22, 2026
Latest News

ଆଜି ଜାନୁୟାରୀ ୨୩ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

January 23, 2026

ଚର୍ମ ତତ୍ୱାବଧାନକୁ ନେଇ ସୋଆ ଏସପିଏସ ପକ୍ଷରୁ ଆର୍ନ୍ତଜାତିକ ସମ୍ମିଳନୀ ଆୟୋଜିତ

January 22, 2026

ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ “ଶତବାର୍ଷିକୀ ସମାରୋହ-୨୦୨୬” କୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଖଲ୍ଲିକୋଟ ଷ୍ଟେସନରେ ବିଶାଖା ଏବଂ ଫଲକନୁମା ଏକ୍ସପ୍ରେସର ପରୀକ୍ଷାମୂଳକ ରହଣି

January 22, 2026

ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ: ବିଶ୍ୱର ସର୍ବବୃହତ ଅର୍ଥନୀତି ହେବ ଭାରତ, ପଛରେ ପଡ଼ିବ ଆମେରିକା

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.