Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଥାଇଲାଣ୍ଡ ଓପନରୁ ଓହରିଲେ ପିଭି ସିନ୍ଧୁ : ସାଇନାଙ୍କ ପ୍ରତ୍ୟାବର୍ତ୍ତନ
ଆଜିର ଖବର

ଥାଇଲାଣ୍ଡ ଓପନରୁ ଓହରିଲେ ପିଭି ସିନ୍ଧୁ : ସାଇନାଙ୍କ ପ୍ରତ୍ୟାବର୍ତ୍ତନ

July 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ଟାଇଟଲ ହାସଲ କରିନଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ନିଜକୁ ଥାଇଲାଣ୍ଡ ଓପନରୁ ଓହରି ଯାଇଛନ୍ତି । ସିନ୍ଧୁ ନିଜ ଓହରିବାର କାରଣ ସମ୍ପର୍କରେ ସ୍ପଷ୍ଟ କରି ନାହାନ୍ତି । ଅପର ପକ୍ଷରେ ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ସାଇନା ନେହ୍ବାଲ୍ ଥାଇଲାଣ୍ଡ ଓପନରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି । ପିଭି ସିନ୍ଧୁଙ୍କ ବ୍ୟତୀତ ଜାପାନର ନୋଜୋମୀ ଓକୁହାରା , ଅକାନେ ୟାମାଗୁଚୀ ଏବଂ ଚୀନର ତାଇ ଜୀ ୟିଂଗ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଟୁର୍ଣ୍ଣାମେଣ୍ଟର ସପ୍ତମ ସିଡ୍‌ର ମାନ୍ୟତା ପାଇଥିବା ସାଇନା ଏହି ଟୁର୍ଣ୍ଣାମେଣ୍ଟରେ ସହଜରେ ବିଜୟ ହାସଲ କରିବା ନେଇ ଆାଶା କରାଯାଉଛି । ଆହତ ସମସ୍ୟା କାରଣରୁ ସାଇନା ଜାପାନ ଓପନ ଏବଂ ଇଣ୍ଡୋନେସିଆ ଓପନରୁ ଓହରିବାର ନିଷ୍ପତ୍ତି ନେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

September 21, 2025

ଝାରସୁଗୁଡ଼ାରେ ଅଷ୍ଟମ ପୋଷଣ ମାସ ଓ ‘ମାଙ୍କ ନାମରେ ଗଛ ଟିଏ ୨.୦’ କାର୍ଯ୍ୟକ୍ରମ

September 21, 2025

ଦାଦାସାହେବ ଫାଲକେ ପୁରସ୍କାର ପାଇବେ ମୋହନଲାଲ

September 21, 2025

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁ ଆସନ୍ତା ୨୬ ଯାଏଁ ବର୍ଷା ସମ୍ଭାବନା

September 21, 2025
Latest News

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

September 21, 2025

ଝାରସୁଗୁଡ଼ାରେ ଅଷ୍ଟମ ପୋଷଣ ମାସ ଓ ‘ମାଙ୍କ ନାମରେ ଗଛ ଟିଏ ୨.୦’ କାର୍ଯ୍ୟକ୍ରମ

September 21, 2025

ଦାଦାସାହେବ ଫାଲକେ ପୁରସ୍କାର ପାଇବେ ମୋହନଲାଲ

September 21, 2025

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁ ଆସନ୍ତା ୨୬ ଯାଏଁ ବର୍ଷା ସମ୍ଭାବନା

September 21, 2025

ଆଜି ମହାଳୟା, କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.