Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରଙ୍କୁ ଛାଡିଦେଲେ ଭାରତରେ ଦ୍ବିତୀୟ ସର୍ବାଧିକ ଜମି ଆଉ କାହା ପାଖରେ ଅଛି ???
ଆଜିର ଖବର

ସରକାରଙ୍କୁ ଛାଡିଦେଲେ ଭାରତରେ ଦ୍ବିତୀୟ ସର୍ବାଧିକ ଜମି ଆଉ କାହା ପାଖରେ ଅଛି ???

September 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସରକାରଙ୍କୁ ଛାଡିଦେଲେ
ସରକାରଙ୍କୁ ଛାଡିଦେଲେ ଭାରତରେ ଦ୍ବିତୀୟ ସର୍ବାଧିକ ଜମି ଆଉ କାହା ପାଖରେ ଅଛି ???

The Samikhsya Desk: ଭାରତରେ ଯେତେ ଜମି ରହିଛି ତାହା ସବୁ ସରକାରଙ୍କର। ହେଲେ ସରକାରଙ୍କୁ ଛାଡିଦେଲେ ଆଉ ଏକ ସଂସ୍ଥା ପାଖରେ ରହିଛି ଦ୍ବିତୀୟ ସର୍ବାଧିକ ଜମି। ଯେ କେହି ଜାଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ସରକାରୀ ଜମି ରେକର୍ଡ ସୂଚନା ବ୍ୟବସ୍ଥା ବା Government Land Information System( GLIS) ଅନୁସାରେ ବର୍ତ୍ତମାନ ସରକାରଙ୍କ ପାଖରେ 15,531 ବର୍ଗ କିଲୋମିଟର ପରିବ୍ୟାପ୍ତ ଜମି ରହିଛି। ତେବେ ଏଥିରେ 116 ଟି ପବ୍ଲିକ ସେକ୍ଟର ଏବଂ 51 ଟି କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ପାଖରେ ରହିଛି।

ତେବେ ଦ୍ବିତୀୟ ସର୍ବାଧିକ ଜମି ଯେଉଁ ସଂସ୍ଥା ପାଖରେ ରହିଛି ତାହା ହେଉଛି କ୍ୟାଥଲିକ ଚର୍ଚ୍ଚ। ଏହି ଖ୍ରୀଷ୍ଟିଆନ ସଂସ୍ଥା ପାଖରେ GLIS ଅନୁସାରେ 7 କୋଟି ହେକ୍ଟର ବା 17 କୋଟି ଏକର ଜମି ସାରା ଭାରତରେ ରହିଛି। ଏଥିରେ ସଂସ୍ଥା ଚର୍ଚ୍ଚ, ସ୍କୁଲ ଏବଂ ଡାକ୍ତରଖାନା ନିର୍ମାଣ କରିଛି। ଯାହାର ଆନୁମାନିକ ମୂଲ୍ୟ 1 ଲକ୍ଷ କୋଟି ଟଙ୍କା ହେବ।

ସରକାରଙ୍କ ପାଖରେ ଥିବା ଜମି ମଧ୍ୟରେ ସର୍ବାଧିକ ଜମି ରେଳ ମନ୍ତ୍ରଣାଳୟ ପାଖରେ ରହିଛି। ଏହାପରେ ପ୍ରତିରକ୍ଷା, କୋଇଲା ମନ୍ତ୍ରଣାଳୟ ପାଖରେ ସର୍ବାଧିକ ଜମି ରହିଛି।

କ୍ୟାଥିଲିକ ଚର୍ଚ୍ଚ ଜମି ମାଲିକ ସର୍ବାଧିକ ଜମି ମାଲିକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ଭୁବନେଶ୍ୱରରେ ଇୟୁ ପ୍ରତିନିଧି ଦଳ, ଗବେଷଣା ସହଭାଗୀତା ଉପରେ ଚର୍ଚ୍ଚା

October 17, 2025

ଆଜମ ଖାନଙ୍କ ହଠାତ ବିଗିଡିଲା ସ୍ୱାସ୍ଥ୍ୟ: ପୁଅ ଅବଦୁଲ୍ଲା ଦେଲେ ଅପଡେଟ

October 17, 2025

ଗୁଜରାଟ: ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ, ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ ମନ୍ତ୍ରୀ

October 17, 2025

ପଛରେ ପଡ଼ିଲା ଚୀନ: ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହେଲା ଭାରତୀୟ ବାୟୁସେନା

October 17, 2025
Latest News

ଆଇଆଇଟି ଭୁବନେଶ୍ୱରରେ ଇୟୁ ପ୍ରତିନିଧି ଦଳ, ଗବେଷଣା ସହଭାଗୀତା ଉପରେ ଚର୍ଚ୍ଚା

October 17, 2025

ଆଜମ ଖାନଙ୍କ ହଠାତ ବିଗିଡିଲା ସ୍ୱାସ୍ଥ୍ୟ: ପୁଅ ଅବଦୁଲ୍ଲା ଦେଲେ ଅପଡେଟ

October 17, 2025

ଗୁଜରାଟ: ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ, ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ ମନ୍ତ୍ରୀ

October 17, 2025

ପଛରେ ପଡ଼ିଲା ଚୀନ: ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହେଲା ଭାରତୀୟ ବାୟୁସେନା

October 17, 2025

ବିଧାନସଭା ନିର୍ବାଚନରେ ​​କିଏ କେତେ ଆସନ ଜିତିବ?: ଆକଳନ କଲେ ପ୍ରଶାନ୍ତ କିଶୋର

October 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.