Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତାରାଙ୍କ ଅଭିଯୋଗ ପରେ ପ୍ରମିଳାଙ୍କ ପ୍ରତିକ୍ରିୟା : କଂଗ୍ରେସ ଭୋଟ୍‌ କୁଆଡେ ଗଲା ?
ଆଜିର ଖବର

ତାରାଙ୍କ ଅଭିଯୋଗ ପରେ ପ୍ରମିଳାଙ୍କ ପ୍ରତିକ୍ରିୟା : କଂଗ୍ରେସ ଭୋଟ୍‌ କୁଆଡେ ଗଲା ?

July 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଂଗ୍ରେସ ବିଧାୟକ ତାରା ବାହିନୀପତି ବିଜେପି-ବିଜେଡ଼ିର ମିଳିତ ସରକାରର ଅଭିଯୋଗ କରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡ଼ି ଦଳର ସଚେତକ ପ୍ରମିଳା ମଲ୍ଲିକ । ନବୀନ ବାବୁ ଉଭୟ ବିଜେପି ଓ କଂଗ୍ରେସ ପ୍ରତି ସମଦୂରତା ରଖିଛନ୍ତି । ଆମର କାହାକୁ ଡର ନାହିଁ ବୋଲି କହିଛନ୍ତି ପ୍ରମିଳା । ସେହିପରି ନିକଟରେ ସମାପ୍ତ ହୋଇଥିବା ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ତାରା ବାହିନୀପତିଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରମିଳା। ନିର୍ବାଚନରେ କଂଗ୍ରେସ ଦଳର ଭୋଟ୍‌ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ପାଟକୁରାରେ ଲୋକେ କଂଗ୍ରେସକୁ ଛାଡ଼ି ବିଜେପିକୁ ଭୋଟ୍‌ ଦେଇଛନ୍ତି । ତ୍ରିପଲ୍‌ ତଲାଲ୍‌ ଇସ୍ୟୁ ବେଶ୍‌ ସପୋର୍ଟ ବୋଲି ଅମର ଶତପଥୀ କହିଥିଲେ । ତ୍ରିପଲ୍‌ ତଲାଲ୍‌ ବିଲ୍‌କୁ ବିଜେଡ଼ିର ସମର୍ଥନ ନେଇ ତାରା ବାହିନୀପତି ବିଜେଡ଼ିକୁ ଟାର୍ଗେଟ୍‌ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026

ରାଜ୍ୟସଭା ନିର୍ବାଚନ: ଆଜି ୩୭ ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ

March 5, 2026
Latest News

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026

ରାଜ୍ୟସଭା ନିର୍ବାଚନ: ଆଜି ୩୭ ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ

March 5, 2026

ଶ୍ରୀଲଙ୍କା: ବୁଡ଼ିଯାଇଥିବା ଇରାନୀ ଯୁଦ୍ଧଜାହାଜରୁ ନୌସୈନିକଙ୍କ ମୃତଦେହ ଉଦ୍ଧାର

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.