Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବର ସବୁଠାରୁ ମୂଲ୍ୟବାନ ଲୁଣ, ଯାହାର ଏକ କିଲୋର ଦାମ ହେଉଛି ୩୫୨୪୬ ଟଙ୍କା
ଆଜିର ଖବର

ବିଶ୍ବର ସବୁଠାରୁ ମୂଲ୍ୟବାନ ଲୁଣ, ଯାହାର ଏକ କିଲୋର ଦାମ ହେଉଛି ୩୫୨୪୬ ଟଙ୍କା

September 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ବର ସବୁଠାରୁ ମୂଲ୍ୟବାନ ଲୁଣ
ବିଶ୍ବର ସବୁଠାରୁ ମୂଲ୍ୟବାନ ଲୁଣ କଣ, ଯାହାର ଏକ କିଲୋଗ୍ରାମର ଦାମ ହେଉଛି ୩୫୨୪୬ ଟଙ୍କା

The Samikhsya Desk: ଗୋଟିଏ କିଲୋଗ୍ରାମ ଲୁଣର ଦାମ କେତେ ହୋଇପାରେ। ଅତି ବେଶୀରେ ଏକଶହ ଟଙ୍କା ହୋଇପାରେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ବରେ ଏପରି ଲୁଣ ରହିଛି ଯାହାର ଦାମ୍ ଏକ କିଲୋ ଦାମ୍ ହେଉଛି ୩୫୨୪୬ ଟଙ୍କା। ଏ କଥା ଯେ କେହି ଶୁଣିବ ସେ ମୁଣ୍ଡରେ ହାତ ଦେଇ ବସିବ। ହେଲେ କଥାଟି ମିଛ ନୁହେଁ। ଏହା ସଂପୂର୍ଣ୍ଣ ସତ୍ୟ ଏବଂ ସାରା ବିଶ୍ବରେ ଏହି ଲୁଣକୁ ନେଇ ଚର୍ଚ୍ଚା ଜାରୀ ରହିଛି।

ଏହି ଲୁଣର ଏତେ ଦାମ ହୋଇଥିଲେ ମଧ୍ୟ ଲୋକେ କିଣି ବ୍ୟବହାର କରୁଛନ୍ତି। ଆମେ ଯେଉଁ ଲୁଣ କଥା କହୁଛୁ ତାହା ହେଉଛି କୋରିଆନ ବାଉଁଶ ଲୁଣ। ଅଥବା ଆପଣ ଇଂରାଜୀରେ ଏହାକୁ Korean Bamboo Salt ବୋଲି କହିପାରିବେ। ଏହି ଲୁଣ ଏତେ ମୂଲ୍ୟ ହେବାର କାରଣ ହେଲା ଏହାର ପ୍ରସ୍ତୁତି ପ୍ରଣାଳି। ଏହାକୁ ପ୍ରସ୍ତୁତ କରିବାକୁ ବହୁ ସମୟ ଲାଗିଯିବା ସହିତ ହାଇ ଟେମ୍ପରେଚର ଆବଶ୍ୟକତା ହୋଇଥାଏ।

ଏହି ଲୁଣ କୌଣସି ମେସିନରେ ଉତ୍ପାଦନ ହୋଇ ନ ଥାଏ। ସମୁଦ୍ରରୁ ଏକି ପ୍ରକାରର ଭିନ୍ନ ଦ୍ରବ୍ୟରୁ ଏହା ପ୍ରସ୍ତୁତ ହୋଇଥାଏ। ଏହା ସାଧାରଣତଃ ବେଶୀ ପରିମାଣରେ ମିଳିପାରେ ନାହିଁ। ଏହାକୁ ଆଣିବା ପରେ ଏକ ବାଉଁଶ ଖଣ୍ଡ ଭିତରେ ଭର୍ତ୍ତି କରାଯାଇ ହାଇ ଟେମ୍ପରଚରରେ ଗରମ କରାଯାଏ। ଥରେ ନୁହେଁ ଏହାକୁ ପ୍ରାୟ ନଅ ଥର ଗରମ କରିବାକୁ ପଡିଥାଏ। ଏହାର ପ୍ରସ୍ତୁତି ପ୍ରଣାଳି ଏବଂ ସମୁଦ୍ରରେ ପର୍ଯ୍ୟାପ୍ତ ପରିମାଣର କଞ୍ଚାମାଲ ମିଳି ନ ଥିବାରୁ ଏହାର ଦର ଏପରି କରାଯାଇଛି।

ତେବେ ଏହାର ଦାମ ଅଧିକ ହେଉଥିବାରୁ ସବୁ ଶ୍ରେଣୀର ଲୋକେ ଏହାକୁ ବ୍ୟବହାର କରିପାରନ୍ତି ନାହିଁ। ତେବେ ଏହି ଲୁଣ କୋରିଆର ବହୁଳ ପ୍ରସାରିତ ପାରଂପାରିକ ଔଷଧ ପ୍ରସ୍ତୁତରେ ବ୍ୟବହାର କରାଯାଏ। ତେବେ କେତେକ ବଡ ବଡ ହୋଟେଲରେ ଗ୍ରାହକମାନଙ୍କୁ ଏହି ଲୁଣ ପକା ଖାଦ୍ୟ ପରଷା ଯାଇଥାଏ।

Read More– At the newly launched Vietnam Exposition Center in Hanoi, the steel-clad Lac Hong 900 LX armored car sits on display, its surface marked by bullet impacts. It is a silent testament to the trials it endured before making its public debut at the “80 Years of Independence – Freedom – Happiness” exhibition. ( CLICK HERE)

Korean Bamboo Salt କୋରିଆନ ବାଉଁଶ ଲୁଣ ଦାମିକା ଲୁଣ ବିଶ୍ବର ସବୁଠାରୁ ମୂଲ୍ୟବାନ ଲୁଣ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମନୋନୀତ ହେଲା ଶିକ୍ଷା ଓ ଅନୁସନ୍ଧାନ 

September 4, 2025

ଯାତ୍ରୀ ଏବଂ ଆବଶ୍ୟକ ସାମଗ୍ରୀ ପରିବହନ ପାଇଁ ଜାତୀୟ ରାଜପଥ ୦୨ ଖୋଲିବ କୁକି -ଜୋ ପରିଷଦ

September 4, 2025

ବାଲୁଗାଁ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଆଇନ ମନ୍ତ୍ରୀ

September 4, 2025

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଆଜି ସନ୍ଧ୍ୟା ପରିବର୍ତ୍ତେ ଆସନ୍ତାକାଲି ପୁରୀରୁ ଛାଡିବ ଏହି ଟ୍ରେନ

September 4, 2025
Latest News

ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମନୋନୀତ ହେଲା ଶିକ୍ଷା ଓ ଅନୁସନ୍ଧାନ 

September 4, 2025

ଯାତ୍ରୀ ଏବଂ ଆବଶ୍ୟକ ସାମଗ୍ରୀ ପରିବହନ ପାଇଁ ଜାତୀୟ ରାଜପଥ ୦୨ ଖୋଲିବ କୁକି -ଜୋ ପରିଷଦ

September 4, 2025

ବାଲୁଗାଁ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଆଇନ ମନ୍ତ୍ରୀ

September 4, 2025

ବିଶ୍ବର ସବୁଠାରୁ ମୂଲ୍ୟବାନ ଲୁଣ, ଯାହାର ଏକ କିଲୋର ଦାମ ହେଉଛି ୩୫୨୪୬ ଟଙ୍କା

September 4, 2025

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଆଜି ସନ୍ଧ୍ୟା ପରିବର୍ତ୍ତେ ଆସନ୍ତାକାଲି ପୁରୀରୁ ଛାଡିବ ଏହି ଟ୍ରେନ

September 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.