Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟି-୨୦ ଏସିଆ କପରେ କାହାର ପଲ୍ଲା ଭାରି?: ଜାଣନ୍ତୁ ଭାରତ ବନାମ ପାକିସ୍ତାନର ରେକର୍ଡ
ଆଜିର ଖବର

ଟି-୨୦ ଏସିଆ କପରେ କାହାର ପଲ୍ଲା ଭାରି?: ଜାଣନ୍ତୁ ଭାରତ ବନାମ ପାକିସ୍ତାନର ରେକର୍ଡ

September 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
India vs Pakistan
ଟି-୨୦ ଏସିଆ କପରେ କାହାର ପଲ୍ଲା ଭାରି?: ଜାଣନ୍ତୁ ଭାରତ ବନାମ ପାକିସ୍ତାନର ରେକର୍ଡ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଏସିଆ କପ୍ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୧୦ ତାରିଖରେ ଭାରତର ପ୍ରଥମ ମ୍ୟାଚ୍ ୟୁଏଇ ସହିତ ହେବ। କିନ୍ତୁ ସେପ୍ଟେମ୍ବର ୧୪ ତାରିଖରେ ସମସ୍ତଙ୍କର ଆଖି ଭାରତ-ପାକିସ୍ତାନ ମ୍ୟାଚ ଉପରେ ରହିବ। ଏଥର ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯାଉଛି। ଏହା ପୂର୍ବରୁ ୨୦୧୬ ଏବଂ ୨୦୨୨ ରେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯାଇଥିଲା। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମଧ୍ୟରେ କାହାର ପଲ୍ଲା ଭାରି ରହିଛି, ଆସନ୍ତୁ ଜାଣିବା….

ଭାରତ ବନାମ ପାକିସ୍ତାନ:

ତିନୋଟି ମ୍ୟାଚ୍ ଏପର୍ଯ୍ୟନ୍ତ ଏସିଆ କପରେ ଉଭୟ ଦେଶ ମଧ୍ୟରେ ତିନୋଟି ମ୍ୟାଚ ଖେଳାଯାଇଛି। ଯେଉଁଥିରେ ଦୁଇଥର ଭାରତ ଜିତିଥିବା ବେଳେ ଗୋଟିଏ ଥର ପାକିସ୍ତାନ ଜିତିଛି।

asia cup Asia Cup 2025 IND VS PAK T20 Asia Cup T20 CRICKET
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ: ଏଣିକି ପ୍ରତ୍ୟେକ ସୋମବାର ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ

September 8, 2025

ବାଣପୁରରେ ନକଲି ଘିଅ ବିକ୍ରି ଅଭିଯୋଗରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଚଢ଼ାଉ

September 8, 2025

ଭୁବନେଶ୍ବର ଗାଡ଼କଣ ଅଳିଆ ଗଦା ସ୍ଥିତି ସମୀକ୍ଷା କରିବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

September 8, 2025

AIIMS Bhubaneswar ଆୟୋଜିତ କଲା ମେଡିକାଲ ଅକ୍ସିଜେନ ପରିଚାଳନା କାର୍ଯ୍ୟକ୍ରମ 

September 8, 2025
Latest News

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ: ଏଣିକି ପ୍ରତ୍ୟେକ ସୋମବାର ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ

September 8, 2025

ବାଣପୁରରେ ନକଲି ଘିଅ ବିକ୍ରି ଅଭିଯୋଗରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଚଢ଼ାଉ

September 8, 2025

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବା ପାଇଁ ଦାବୀ କଲା ପ୍ରଦେଶ କଂଗ୍ରେସ, ହେଲେ କାହିଁକି ?

September 8, 2025

ଭୁବନେଶ୍ବର ଗାଡ଼କଣ ଅଳିଆ ଗଦା ସ୍ଥିତି ସମୀକ୍ଷା କରିବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

September 8, 2025

AIIMS Bhubaneswar ଆୟୋଜିତ କଲା ମେଡିକାଲ ଅକ୍ସିଜେନ ପରିଚାଳନା କାର୍ଯ୍ୟକ୍ରମ 

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.