Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଶା ମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ ବିଜେପି ପକ୍ଷରୁ ନମୋ ଯୁବ ଗଣଦୌଡ଼
ଆଜିର ଖବର

ନିଶା ମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ ବିଜେପି ପକ୍ଷରୁ ନମୋ ଯୁବ ଗଣଦୌଡ଼

September 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha BJP Yuva Morcha
Odisha BJP Yuva Morcha briefs press on celebration of Seva Pakhya

ଭୁବନେଶ୍ଵର: ନିଶା ମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ ବିଜେପି ପକ୍ଷରୁ ରାଜ୍ୟ ସହ ସାରା ଦେଶର ୭୫ ଟି ସ୍ଥାନରେ ସେପ୍ଟେମ୍ୱର ୨୧ ତାରିଖରେ ନମୋ ଯୁବ ଗଣଦୌଡ଼ ଆୟୋଜନ କରାଯିବ। ଏନେଇ ବିଜେପି ଯୁବମୋର୍ଚ୍ଚା ତରଫରୁ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମାରାଥନ କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ଚାଲିବ।

ଏହି ମାରାଥନରେ ୧୦ ହଜାରରୁ ଅଧିକ ଯୁବକ ସାମିଲ ହେବେ ବୋଲି ଯୁବମୋର୍ଚ୍ଚା ସଭାପତି ଅଭିଳାଶ ପଣ୍ଡା ସୂଚନା ଦେଇଛନ୍ତି। ତା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରାଯିବ ବୋଲି ସେ କହିଛନ୍ତି।

 

BJP Yuva Morcha disha Seva Pakhya
Share. Facebook Twitter LinkedIn Email WhatsApp Copy Link

Related Posts

ସାଧାରଣତନ୍ତ୍ର ଦିବସ ଶିବିରରେ ଭାଗନେବେ ଓଡ଼ିଶାର ୧୨୭ ଏନସିସି କ୍ୟାଡେଟ୍

December 28, 2025

ଓଡିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ ର ଦାବି ଅନୁଧ୍ୟାନ ପାଇଁ ଆନ୍ତଃବିଭାଗୀୟ କମିଟି ଗଠନ

December 28, 2025

ଦକ୍ଷ ନେତାଟିଏ ହେବା ପାଇଁ ଅନୁସରଣ କରନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଉପଦେଶ

December 28, 2025

ଆରମ୍ଭ ହେଲା ୭୧ତମ ରାଜ୍ୟ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା

December 28, 2025
Latest News

ସାଧାରଣତନ୍ତ୍ର ଦିବସ ଶିବିରରେ ଭାଗନେବେ ଓଡ଼ିଶାର ୧୨୭ ଏନସିସି କ୍ୟାଡେଟ୍

December 28, 2025

ଓଡିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ ର ଦାବି ଅନୁଧ୍ୟାନ ପାଇଁ ଆନ୍ତଃବିଭାଗୀୟ କମିଟି ଗଠନ

December 28, 2025

ଦକ୍ଷ ନେତାଟିଏ ହେବା ପାଇଁ ଅନୁସରଣ କରନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଉପଦେଶ

December 28, 2025

ଆରମ୍ଭ ହେଲା ୭୧ତମ ରାଜ୍ୟ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା

December 28, 2025

ସୂର୍ଯ୍ୟ ନମସ୍କାରରେ ଲୁଚି ରହିଛି ଏହି ୧୦ ଟି ଆସନ: ଏହା ଦ୍ଵାରା ଆପଣଙ୍କୁ ମିଳିବ ଅନେକ ଲାଭ

December 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.