ଭୁବନେଶ୍ଵର: ଆଜିଠାରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଖଡ଼ଗପୁର ୟାର୍ଡରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ନିମ୍ନଲିଖିତ ଟ୍ରେନ୍ ସେବା ପ୍ରଭାବିତ ହେବ:
ଟ୍ରେନ୍ ବାତିଲ୍
ଟ୍ରେନ୍ ନମ୍ବର ୧୮୦୨୧/୧୮୦୨୨ ଖଡ଼ଗପୁର-ଖୋର୍ଦ୍ଧା ରୋଡ୍- ଖଡ଼ଗପୁର ଏକ୍ସପ୍ରେସ୍ ଆଜିଠାରୁ ୧୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଉଭୟ ପଟୁ ବାତିଲ୍ ହେବ।
ଟ୍ରେନର ଗନ୍ତବ୍ୟସ୍ଥଳ ଆଗରୁ ବାତିଲ:
ଟ୍ରେନ୍ ନମ୍ବର ୬୮୪୪୨ ପୁରୀ-ଜଳେଶ୍ୱର MEMU ଆଜିଠାରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବାଲେଶ୍ୱରରେ ଯାତ୍ରା ଶେଷ କରିବ। ଖାଲି ରେକ୍ ଜଳେଶ୍ୱରରୁ ଟ୍ରେନ୍ ନମ୍ବର ୬୮୪୪୧ ଭାବରେ କାର୍ଯ୍ୟ କରିବ।