Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେନ୍‌ସେକ୍ସରେ 200 ପଏଣ୍ଟ ହ୍ରାସ : ଡଲାର ତୁଳନାରେ 32 ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା
ଆଜିର ଖବର

ସେନ୍‌ସେକ୍ସରେ 200 ପଏଣ୍ଟ ହ୍ରାସ : ଡଲାର ତୁଳନାରେ 32 ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

August 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Markets in panic: Sensex plunges 700 points, Fear index jumps 16%
Markets in panic: Sensex plunges 700 points, Fear index jumps 16%

ଅଗଷ୍ଟ ମାସର ପ୍ରଥମ ଦିନରେ ଦୁର୍ବଳ ପ୍ରଦର୍ଶନ କରିଛି ଭାରତୀୟ ସେୟାର ବଜାର । ଗୁରୁବାର 200 ପଲଣ୍ଟ ତଳକୁ ଖସିଛି ସେନ୍‌ସେକ୍ସ । 205.69 ପଏଣ୍ଟ ତଳକୁ ଖସି ସେନ୍‌ସେକ୍ସ 37275.43 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍‌ଟୀ ମାତ୍ର 16.15 ପଏଣ୍ଟ ତଳକୁ ଖସି 11069.25 ପଏଣ୍ଟରେ ପହଞ୍ଚିଛି । ବେଦାନ୍ତର ଅଂଶଧନ ଏହି ସମୟରେ ସର୍ବାଧିକ କ୍ଷତି ସହିଛି । ଅନ୍ୟ ମାନଙ୍କ ମଧ୍ୟରେ ଟେକ୍‌ ମହିନ୍ଦ୍ରା, ୟେସ୍‌ ବ୍ୟାଙ୍କ, ଟାଟା ମୋଟର୍ସ ପ୍ରମୁଖ କ୍ଷତି ସହିଛନ୍ତି । ଅନ୍ୟ ସେୟାର ବଜାର ମଧ୍ୟରେ କେବଳ ଜାପାନର ନିକ୍କି ସକରାତ୍ମକ ଅଭିବୃଦ୍ଧି ଦେଖାଇଥିବା ଜଣାପଡିଛି । ଏହି ସମୟରେ ଭାରତୀୟ ମୁଦ୍ରା 32 ପଇସା ଦୁର୍ବଳ ହୋଇଛି । ପୂର୍ବରୁ ବିନିମୟ ମୂଲ୍ୟ 69.12 ଟଙ୍କା ରହିଥିବା ବେଳେ ଆଜି ଡଲାରର ବିନିମୟ ମୂଲ୍ୟ 69.44 ଟଙ୍କା ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ 0.70 ପ୍ରତିଶତ ବୃଦ୍ଧି ପାଇ 65.17 ଡଲାରରେ ପହଞ୍ଚିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.