Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ
ଜାତୀୟ ଖବର

ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

September 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତ ପୋଏଲ୍ଟ୍ରି ଏକ୍ସପୋ
ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

ଭୁବନେଶ୍ୱର : ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ତିନି ଦିନିଆ ଭାରତ ପୋଏଲ୍ଟ୍ରି ଏକ୍ସପୋ ଆଜି ଉଦ୍‍ଯାପିତ ହୋଇଯାଇଛି । ରାଜ୍ୟରେ ପ୍ରଥମଥର ପାଇଁ ସଫଳତାର ସହ ଆୟୋଜିତ  ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର କୁକୁଡା ଚାଷୀ, କୁକୁଡା ଚାଷ ସହିତ ଜଡିତ ସଂସ୍ଥା ଅଂଶଗ୍ରହଣ କରିଥିଲେ । ବିଶେଷକରି କୁକୁଡାଖାଦ୍ୟ, ଔଷଧ, କୁକୁଡା ଫାର୍ମ ପାଇଁ ସାଜ ସରଞ୍ଜାମ ପ୍ରସ୍ତୁତ କରୁଥିବା ଶିଳ୍ପସଂସ୍ଥା ଯୋଗ ଦେଇଥିଲେ ।

ଆଜି ଉଦ୍‍ଯାପନ ଉତ୍ସବରେ ପ୍ରଫେସର ଏ ଜି ରାଓଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବିର୍ଦ୍ଧିତ ପିପିଲି ଅଞ୍ଚଳର ସଫଳ କୁକୁଡା ଚାଷୀ ନାରାୟଣ ସ୍ୱାଇଁ ଓ ଅନ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥି ସହିତ ଏହି ଏକ୍ସପୋରେ ଯୋଗ ଦେଇଥିବା ଉଦ୍ୟୋଗୀମାନଙ୍କୁ ମଧ୍ୟ ଏହି ଅବସରରେ କୁକୁଡା ଚାଷୀ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଜାତୀୟ ସମ୍ମିଳନୀରେ ପୋଏଲ୍ଟ୍ରି ସଂଘ, ଲେୟାର ସଂଘ, ବ୍ରଏଲର ସଂଘ ଏବଂ କୁକୁଡା ଚାଷୀ ସଂଘ ଡକ୍ଟର ଏଚ ଏମ ଦାଶ ନିଜର ଉଦଯାପନୀ ଅଭିଭାଷଣରେ ଭୁରି ଭୁରି ପ୍ରଶଂସା କରିଥିଲେ ।

ପ୍ରଥମଥର ପାଇଁ ଓଡିଶାରେ ଆୟୋଜିତ ଏହି ଜାତୀୟ ସ୍ତରର ସମ୍ମିଳନୀ ଓଡିଶାର କୁକୁଡା ଚାଷୀ ଓ ଉଦ୍ୟୋଗୀମାନଙ୍କୁ ବେଶ୍‍ ସହାୟକ ହେବ ବୋଲି ମତ ଦେବା ସହିତ ଆଗାମୀ ଦିନରେ ଅନୁରୂପ ସମ୍ମିଳନୀ ଆୟୋଜନ ପାଇଁ ପରାମର୍ଶ ଦେଇଥିଲେ । ଓଡିଶା କୁକୁଡା ବ୍ୟବସାୟୀ ସଂଘ ପକ୍ଷରୁ ଏହି ଅବସରରେ ଅଂଶଗ୍ରହଣକାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

IIM Sambalpur Inaugurates First-Ever Batch of B.S. Programme

BJP Ads
Bharat Poultry Expo କୁକୁଡା ଚାଷ କୁକୁଡା ଚାଷୀ ପୋଏଲ୍ଟ୍ରି ଏକ୍ସପୋ
Share. Facebook Twitter LinkedIn Email WhatsApp Copy Link

Related Posts

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025

ଇସି ବିରୋଧରେ ‘ହାଇଡ୍ରୋଜେନ୍ ବୋମା’ ଫୁଟାଇଲେ ରାହୁଲ ଗାନ୍ଧୀ?: ଉତ୍ତର ଦେଲେ ନିର୍ବାଚନ କମିଶନ

November 5, 2025

ରାଇଜିଂ ଷ୍ଟାର ଏସିଆ କପ୍: ଘୋଷଣା ହେଲା ଟିମ୍ ଇଣ୍ଡିଆ ଏ, ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ର ତାରିଖ

November 5, 2025
BJP Ads
Latest News

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025

ଇସି ବିରୋଧରେ ‘ହାଇଡ୍ରୋଜେନ୍ ବୋମା’ ଫୁଟାଇଲେ ରାହୁଲ ଗାନ୍ଧୀ?: ଉତ୍ତର ଦେଲେ ନିର୍ବାଚନ କମିଶନ

November 5, 2025

ରାଇଜିଂ ଷ୍ଟାର ଏସିଆ କପ୍: ଘୋଷଣା ହେଲା ଟିମ୍ ଇଣ୍ଡିଆ ଏ, ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ର ତାରିଖ

November 5, 2025

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.