Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ି ର ବିକ୍ଷୋଭ: ବିଧାନସଭା ଘେରାଉ ବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି
ଆଜିର ଖବର

ବିଜେଡ଼ି ର ବିକ୍ଷୋଭ: ବିଧାନସଭା ଘେରାଉ ବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି

September 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
BJD
ବିଜେଡ଼ି ର ବିକ୍ଷୋଭ: ବିଧାନସଭା ଘେରାଉ ବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି

ଭୁବନେଶ୍ଵର: ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ଆଜି ବିଜେଡ଼ି ବିଧାନସଭା ଘେରାଉ କରିଛି। ଏହି ସମୟରେ ଲୋୟର ପିଏମଜିରେ ପୋଲିସ ଏବଂ ବିଜେଡ଼ି କର୍ମୀମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେଡ଼ିର ବରିଷ୍ଠ ନେତା ଓ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇ ପ୍ରଥମ ବ୍ୟାରିକେଡ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ଭାଙ୍ଗିବାକୁ ପ୍ରୟାସ କରୁଥିବା ବେଳେ ପୁଲିସ ସେମାନଙ୍କୁ ବାଧାଦେଇଥିଲା।

ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡକୁ ଅଗ୍ରସର ହେଉଥିବା ବେଳେ ବିଜେଡି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି। ବିକ୍ଷୋଭରେ ସରପଞ୍ଚ, ୱାର୍ଡମେମ୍ବର ଓ ଜିଲ୍ଲା ପରିଷଦ ପ୍ରତିନିଧିମାନେ ସାମିଲ ହୋଇ ବିକ୍ଷୋଭ କରିଛନ୍ତି।

ପଞ୍ଚାୟତିରାଜ ବ୍ୟବସ୍ଥା ବିଜେଡ଼ି ର ବିକ୍ଷୋଭ ଲୋୟର ପିଏମଜି
Share. Facebook Twitter LinkedIn Email WhatsApp Copy Link

Related Posts

National Ayurveda Day: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଇରଙ୍ଗପୁରରେ ହେବ ନୂଆ ଆୟୁର୍ବେଦିକ କଲେଜ

September 23, 2025

ଏହି ବଡ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ହେଲେ ଦିନେଶ କାର୍ତ୍ତିକ: ନଭେମ୍ବର ୭ ରୁ ଆରମ୍ଭ

September 23, 2025

‘ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୫’ ପାଳନ କଲା ବୟନଶିଳ୍ପ ମନ୍ତ୍ରଣାଳୟ

September 23, 2025

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତରେ ହେଲା ଏକ ବଡ ପରିବର୍ତ୍ତନ, ବ୍ରହ୍ମପୁର ନୁହେଁ, ଆସିବେ….

September 23, 2025
Latest News

National Ayurveda Day: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଇରଙ୍ଗପୁରରେ ହେବ ନୂଆ ଆୟୁର୍ବେଦିକ କଲେଜ

September 23, 2025

ନାକଟିଦେଉଳ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି

September 23, 2025

ଏହି ବଡ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ହେଲେ ଦିନେଶ କାର୍ତ୍ତିକ: ନଭେମ୍ବର ୭ ରୁ ଆରମ୍ଭ

September 23, 2025

‘ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୫’ ପାଳନ କଲା ବୟନଶିଳ୍ପ ମନ୍ତ୍ରଣାଳୟ

September 23, 2025

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତରେ ହେଲା ଏକ ବଡ ପରିବର୍ତ୍ତନ, ବ୍ରହ୍ମପୁର ନୁହେଁ, ଆସିବେ….

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.