Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୫’ ପାଳନ କଲା ବୟନଶିଳ୍ପ ମନ୍ତ୍ରଣାଳୟ
ଆଜିର ଖବର

‘ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୫’ ପାଳନ କଲା ବୟନଶିଳ୍ପ ମନ୍ତ୍ରଣାଳୟ

September 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
‘ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୫’
‘ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୫’ ପାଳନ କଲା ବୟନଶିଳ୍ପ ମନ୍ତ୍ରଣାଳୟ

ଭୁବନେଶ୍ଵର: ଜେସିଆଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିଗମର ସଫେଇ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ପାଇଁ ଏକ “ସଫାଇ ମିତ୍ର ସୁରକ୍ଷା ଶିବିର” ଆୟୋଜନ କରାଯାଇଥିଲା। ଏହି ଶିବିର ମାଧ୍ୟମରେ ୨୦୦ରୁ ଅଧିକ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା, ଔଷଧ ବିତରଣ ଓ ଅନ୍ୟ ସେବା ଯୋଗାଇ ଦିଆଯାଇଥିଲା।

ମୁମ୍ବାଇର ବୟନଶିଳ୍ପ କମିଟି ଅଧିକ ଟ୍ରାଫିକ୍ ଥିବା ସ୍ଥାନରେ ସ୍ୱଚ୍ଛ ଭାରତ ସାଂସ୍କୃତିକ ଉତ୍ସବ ଆୟୋଜନ କରିଥିଲା। ସ୍ଥାନୀୟ ଓ ଆଞ୍ଚଳିକ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା।

ଏହି ଅଭିଯାନ ଅଧୀନରେ ଜାତୀୟ ହସ୍ତତନ୍ତ ବିକାଶ ନିଗମ ଲିମିଟେଡ୍ ଦ୍ୱାରା ବ୍ୟାପକ ଭାବେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ୨୨ ସେପ୍ଟେମ୍ବର ୨୦୨୫ ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟାଳୟ ପରିସରକୁ ସଫେଇ କରାଯାଇଥିଲା। ଏହା ସହିତ, ନିଗମର ବିଭିନ୍ନ ଶାଖା କାର୍ଯ୍ୟାଳୟଗୁଡ଼ିକରେ ବି ନିରନ୍ତର ଭାବେ ସଫେଇ  ଅଭିଯାନ କରାଯାଉଛି।

କୋଲକାତାର ନ୍ୟୁ ଟାଉନରେ ଜାତୀୟ ଝୋଟ ବୋର୍ଡ (ଏନଜେବି) ଦ୍ୱାରା “ବ୍ୟାପକ ସ୍ୱଚ୍ଛତା ଅଭିଯାନ” ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ଏନଜେବି ସମ୍ପାଦକଙ୍କ ସହ ଅନ୍ୟମାନେ ବି ଅଂଶଗ୍ରହଣ କରିଥିଲେ।

ଏହି ଅଭିଯାନ ଅଧୀନରେ ନୂଆଦିଲ୍ଲୀରେ ଥିବା ଉଦ୍ୟୋଗ ଭବନର ବିଭିନ୍ନ ବିଭାଗରେ ହ୍ୟାଣ୍ଡଲୁମ ଓ ବୟନଶିଳ୍ପ ମନ୍ତ୍ରଣାଳୟର ଉନ୍ନୟନ କମିଶନର କାର୍ଯ୍ୟାଳୟ ପକ୍ଷରୁ କୀଟପତଙ୍ଗ ନିୟନ୍ତ୍ରଣ ଓ ବ୍ୟାପକ ଭାବେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।

BJP Ads
‘ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୫’ ବୟନଶିଳ୍ପ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏଣିକି ୧୦ କୋଟି ଟଙ୍କା ଦେବାକୁ କଲେ ଘୋଷଣା

November 6, 2025

ଜଖପୁରାରେ ନୂତନ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ

November 6, 2025

କଟକ ବାଲିଯାତ୍ରା ପଡିଆରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

November 6, 2025

ଦୋହାଠାରେ ଦ୍ୱିତୀୟ ବିଶ୍ୱ ସାମାଜିକ ବିକାଶ ଶିଖର ସମ୍ମିଳନୀ

November 6, 2025
BJP Ads
Latest News

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏଣିକି ୧୦ କୋଟି ଟଙ୍କା ଦେବାକୁ କଲେ ଘୋଷଣା

November 6, 2025

ଜଖପୁରାରେ ନୂତନ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ

November 6, 2025

କଟକ ବାଲିଯାତ୍ରା ପଡିଆରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

November 6, 2025

ଦୋହାଠାରେ ଦ୍ୱିତୀୟ ବିଶ୍ୱ ସାମାଜିକ ବିକାଶ ଶିଖର ସମ୍ମିଳନୀ

November 6, 2025

ବର ଗଛରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.