Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି
ଆଜିର ଖବର

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha IAS Reshuffle
Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

Odisha IAS Reshuffle: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏକାଥରେ 12 ଆଇଏଏସ ଅଧିକାରୀଙ୍କ ବଦଳି କରାଯାଇଛି। ସେହିପରି ତିନିଜଣ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

କେନ୍ଦ୍ରୀୟ ଡେପୁଟେସନ

  1. ଶାଳିନୀ ପଣ୍ଡିତ- କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଯୁଗ୍ନ ସଚିବ ହେବେ
  2. ସମର୍ଥ ବର୍ମା- କେନ୍ଦ୍ର ସରକାରଙ୍କ ବନ୍ଦର ଜାହଜ ଚଳାଚଳ ଏବଂ ଜଳପଥ ବିଭାଗର ନିର୍ଦ୍ଦେଶକ
  3. ସ୍ବଧାଦେବ ସିଂ- ଜନଗଣନା ନିର୍ଦ୍ଦେଶକ

ଅଦଳବଦଳ ହୋଇଥିବା ଆଇଏଏସ ଅଧିକାରୀ

  1. ଏନ୍‌.ଥିରୁମାଲା ନାଏକ – ସ୍କୁଲ୍ ଓ ଗଣିଶଇକ୍ଷା ବିାଭଗ ସଚିବ
  2. ମାନସୀ ନିମ୍ଭାଲ – ଉଠା ଜଳସେଚନ ନିଗମ ଏମ୍‌ଡି
  3. ସୁରେନ୍ଦ୍ର କୁମାର ମୀନା – ଏସ୍‌ସି/ଏସି ବିକାଶ ବିାଭଗର ଅତିରିକ୍ତ ସଚିବ
  4. ଶୁଭଶ୍ରୀ ନନ୍ଦ – ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ
  5. ବିଏମ୍‌ସି କମିଶନର ଚଞ୍ଚଳ ରାଣାଙ୍କୁ ଅତିରିକ୍ତ ଦାୟିତ୍ୱ। ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ଏମ୍‌ଡି।
  6. ଗିରିଶ ଏସ୍‌.ଏନ୍ – ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ
  7. ପ୍ରେମ୍‌ଜିତ୍ ନାୟକ – ଏସ୍‌ଟି ବିଭାଗର ନିର୍ଦ୍ଦେଶକ
  8. ଦୀପଙ୍କର ମହାପାତ୍ର – ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ
  9. ପ୍ରଣତି ଛୋଟରାୟ – ଗୃହ ବିଭାଗର ଅତିରିକ୍ତ ସଚିବ
  10. ନିବେଦିତା ପୃଷ୍ଟି – ବୟନିକା ଏମ୍‌ଡି
  11. ମଧୁସ୍ମିତା ସାମଲ – ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ
  12. ସଞ୍ଜୟ କୁମାର ବିଶ୍ୱାଳ – ବାଣିଜ୍ୟ ଓ ପରିବହନ ବିଭାର ଅତିରିକ୍ତ ସଚିବ
  13. କାହ୍ନୁ ଚରଣ ଧୀର – ମହିଳା ଓ ଶିଶୁ ବିଭାଗ, ମିଶାନ ଶକ୍ତି ଏବଂ ପର୍ଯ୍ୟଟନ ଓ ପରିବହନ ବିଭାଗର ନିର୍ଦ୍ଦେଶକ

Maine Cancer Ko Jeet Liya: Reddy Launches the Book at Apollo Hospitals

Odisha IAS Reshuffle ଆଇଏଏସ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

Fake Job Advt: ସାବଧାନ.. ପଞ୍ଚାୟତିରାଜ ବିଭାଗର ପିଅନ ନିଯୁକ୍ତି ପ୍ରଚାର ପତ୍ର ଜାଲିଆତି

December 6, 2025

IndiGo Flight Cancellations: ବହୁ ଇଣ୍ଡିଗୋ ବିମାନ ବାତିଲ ନେଇ ରାଜ୍ୟସଭାରେ ତାତିଲେ ସାଂସଦ

December 6, 2025

Panchanga: ଆଜିର ତିଥି କଣ, ଆଜିର ଶୁଭ ମୁହୂର୍ତ୍ତ କେତେବେଳେ, ଆଜି କଣ କଲେ ଭଲ ଫଳ ମିଳିବ

December 6, 2025

ଆଜି ଡିସେମ୍ବର 6 ତାରିଖ ଶନିବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

December 6, 2025
Latest News

Fake Job Advt: ସାବଧାନ.. ପଞ୍ଚାୟତିରାଜ ବିଭାଗର ପିଅନ ନିଯୁକ୍ତି ପ୍ରଚାର ପତ୍ର ଜାଲିଆତି

December 6, 2025

IndiGo Flight Cancellations: ବହୁ ଇଣ୍ଡିଗୋ ବିମାନ ବାତିଲ ନେଇ ରାଜ୍ୟସଭାରେ ତାତିଲେ ସାଂସଦ

December 6, 2025

Panchanga: ଆଜିର ତିଥି କଣ, ଆଜିର ଶୁଭ ମୁହୂର୍ତ୍ତ କେତେବେଳେ, ଆଜି କଣ କଲେ ଭଲ ଫଳ ମିଳିବ

December 6, 2025

ଆଜି ଡିସେମ୍ବର 6 ତାରିଖ ଶନିବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

December 6, 2025

ପ୍ରଥମରୁ ଦ୍ବାଦଶ ଶ୍ରେଣୀର ସମସ୍ତ ବହି ପରିବର୍ତ୍ତନ ହେବ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା, ଜାଣନ୍ତୁ କେବେ…

December 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.